sabu thu bhinn ei patrika
prathame mor pranam aahwn patrikar sampadaka nku ehar samast karjya karta nku..samasta kabi brunda nku..satare eka niara prayas ei aahwan patrikar...odia bhasar unnatire eka muhattapurna bhumika ehar....mora kamna aagaku eha ek maha drumare parint hoi samgra biswa re partistit heu...jay jagannath..
Posted by BIKESH SAHU, on 30 Aug 2017
ନିଜ ଜନ୍ମ ଭୂମି ଓଡିଶା କୁ ଛାଡି ରୋଜଗାର ପାଇଁ ଯେଉଁ ଓଡ଼ିଆମେ ବାହାରେ ରହୁଛନ୍ତି ।ସେମାନଙ୍କ ପାଇଁ ଏହି ପତ୍ରିକା ସେମାନ ଙ୍କ ମନ ରେ ନୂତନ ଆଶା ର ସଂଚାର କରିଛି ।ଏହି ପତ୍ରିକା ର ପ୍ରତିସ୍ଥାତା ଜ୍ୟୋତି ସର ଙ୍କୁ ବହୁତ ଧନ୍ୟବାଦ ।
Posted by ପ୍ରକାଶ ସାହୁ, on 08 Jul 2017
Odia bhasa o sahitya ra Unaati akanta kamya
Mora priya pathaka bandhu, Mu bahut khusi ki odia bhasa o sahitya ra unati digarare "Aawahaan e-patrika " ra mahatwa abarnaniya. mu aei patrika ra niyamita pathaka ate.aei last month re mora hata lekhaodia poem"Aei nuha bastabata" publish heichi dekhi bahuta khusi. Asa kare ahuri agaku jau aei patrika . Yours. Siba kumar Panda, B.Tech,M.Tech,MBA Trying to be a Good Researcher cum Poet Blog- sibakumarpanda.blogspot.in email- panda.sibakumar08@gmail.com contact-9438101090
Posted by Siba kumar panda, on 08 Jul 2017
ସବୁଠାରୁ ଭଲ ଏହି ପତ୍ରିକା
ମୁଁ ଅନେକ ଥର ଚେଷ୍ଟା କରିଛି ପତ୍ରିକାଟିଏ ପାଇବା ପାଇଁ କିନ୍ତୁ ତାହା ମୋ ପାଇଁ ଅପହଞ୍ଚ ।କାରଣ ଆମ ପଟେ ପ୍ରାୟତଃ କମ୍ ମିଳେ ଓଡ଼ିଆ ପତ୍ରିକା ।ଏହି ପତ୍ରିକାଟି ପାଇବା ପାଇଁ ମତେ ବହୁତ କଷ୍ଟ କରିବାକୁ ପଡେ ।ଓଡିଆ ପତ୍ରିକା ପଠନ ପାଇଁ ମୁଁ ବାରମ୍ବାର ଇଣ୍ଟରନେଟରେ ଚେଷ୍ଟା କରିଛି ।ଶେଷରେ ଆପଣଙ୍କ ପତ୍ରିକା ଆହ୍ବାନ ସହ ମୋର ହେଲା ଦେଖା ।ଆପଣ ବିଶ୍ୱାସ କରିବେ କି ,ନା ମୁଁ ଜାଣେନା କିନ୍ତୁ ମୁଁ ଏକାଥରକେ ଜାନୁଆରୀ 2017 ଠାରୁ ଆରମ୍ଭ କରି ଜୁନ ପର୍ଯ୍ୟନ୍ତ ଆପଣଙ୍କ ପତ୍ରିକା ପଠନ କରିଛି।ଏବେ ମୁଁ ଆପଣଙ୍କ ଜୁଲାଇ ମାସର ପତ୍ରିକା କୁ ଅପେକ୍ଷାରତ । ଭଗତ ରାମ କଣ୍ଟା ,ଗ୍ରାମ -ଛତା। ଥାନା- କୋମନା, ଜିଲ୍ଲା -ନୂଆପଡ଼ା (ଓଡିଶା )
Posted by ଭଗତ ରାମ କଣ୍ଟା , on 04 Jul 2017
Long way to go "Aahwaan"
I read "Aahwaan" magazine every month.A big salute to Founder and Team Associated with this noble cause to Promote Our Language Online. I pray near Lord Jagannath and Wishing all the best for "Aahwaan" to long way to go. Thanks to Jyoti Sir ....
Posted by SWARUP KUMAR MALL, on 26 Jun 2017
Aahwan sahasrayu heu
Apananka aahwan padhi bahut khusi heli,odisha bahare odia patrika mile nahi,sehi paristithi apananka ahwan sampurna bina mulya re patrika bitarana kari odia bahare sahityikanku aahwan jogai6i....
Posted by Smruti ranjan, on 02 Jun 2017
କଣ ରାଗିଛ କି ମୋର ଲେଖା ବସୁନାହିଁ
ନୂତନ ପୀଢିକୁଂ ଆଗକୁ ଆଣ
Posted by ମାନସ ରାଉତ, on 29 May 2017
.....................aahwaan..............
aahwaan gotia bhala odia sahitya patrika eaha ra bhabisata ujwala nischita . iswara pratistataa nku dirghayu rakhantu . jagannatha nka thaare eatiki kaamanaa
Posted by B.Prakash chandra patra, on 09 Apr 2017
ଓଢିଆ ଭାଷାର ନୂତନ ରାସ୍ତା ଓ ପରିକଲ୍ପନା ଏ ଆମ ଆହ୍ବାନ୍
ଓଢିଆ ଭାଷାର ନୂତନ ରାସ୍ତା ଓ ପରିକଲ୍ପନା ଏ ଆମ ଆହ୍ବାନ୍ ଆହ୍ବାନ୍ ଏକ ଅକୁହା କଥାର ଗାଥା, ଆହ୍ବାନ୍ ଏକ ଚିରସବୁଜ ପରିକଲ୍ପନା ଓ ସୃଷ୍ଠୀ। ଏହି ସୃଷ୍ଠୀର ସୃଷ୍ଠୀକର୍ତ୍ତାଙ୍କୁ ମୋର ସାଦର ଅଭଭିନନ୍ଦନ ତତ୍-ସହ ଅଶେସ୍ ଅଶେସ୍ ଧନ୍ୟବାଦ୍ । ଓଡିଆ ଭାଷା ସାହିତ୍ୟ, ଏ ଦୁନିଆର ଉଚ୍ଚକୋଟିର । ଏଣୁ ହେ ଓଡିଆ ପୁଅ, ହେ ଓଡିଆ ଜଗତର ହିତାକାକ୍ଷିଂ ପ୍ରଜଗଣ, ଆମ ସ୍ବରାଜପତି ଓଡିଆ ଭାଷା ଓ ସାହିତ୍ୟକୁ ରକ୍ଷା ଏବଂ ଅମର କରିବାରେ ଏ ସାଧୁ ଉଦ୍ୟମ ପଥର ପଥିକ ହୁଅନ୍ତୁ । ଧନ୍ୟବାଦ୍ " ଜୟ ଓଡିଆ, ଜୟ ଓଡିଆ ସାହିତ୍ୟ, ଜୟ ଆହ୍ବାନ ପତ୍ରିକା " MPS-JSR-MP
Posted by Mahendra Pratap Swain, on 28 Mar 2017
ଓଢିଆ ଭାଷାର ନୂତନ ରାସ୍ତା ଓ ପରିକଲ୍ପନା ଏ ଆମ ଆହ୍ବାନ୍
ଆହ୍ବାନ୍ ଏକ ଅକୁହା କଥାର ଗାଥା, ଆହ୍ବାନ୍ ଏକ ଚିରସବୁଜ ପରିକଲ୍ପନା ଓ ସୃଷ୍ଠୀ। ଏହି ସୃଷ୍ଠୀର ସୃଷ୍ଠୀକର୍ତ୍ତାଙ୍କୁ ମୋର ସାଦର ଅଭଭିନନ୍ଦନ ତତ୍-ସହ ଅଶେସ୍ ଅଶେସ୍ ଧନ୍ୟବାଦ୍ । ଓଡିଆ ଭାଷା ସାହିତ୍ୟ, ଏ ଦୁନିଆର ଉଚ୍ଚକୋଟିର । ଏଣୁ ହେ ଓଡିଆ ପୁଅ, ହେ ଓଡିଆ ଜଗତର ହିତାକାକ୍ଷିଂ ପ୍ରଜଗଣ, ଆମ ସ୍ବରାଜପତି ଓଡିଆ ଭାଷା ଓ ସାହିତ୍ୟକୁ ରକ୍ଷା ଏବଂ ଅମର କରିବାରେ ଏ ସାଧୁ ଉଦ୍ୟମ ପଥର ପଥିକ ହୁଅନ୍ତୁ । ଧନ୍ୟବାଦ୍ " ଜୟ ଓଡିଆ, ଜୟ ଓଡିଆ ସାହିତ୍ୟ, ଜୟ ଆହ୍ବାନ ପତ୍ରିକା "
Posted by ମହେନ୍ଦ୍ର ପ୍ରତାପ୍ ସ୍ବାଇଁ, on 12 Mar 2017
ଓଢିଆ ଭାଷାର ନୂତନ ରାସ୍ତା ଓ ପରିକଲ୍ପନା ଏ ଆମ ଆହ୍ବାନ୍
ଆହ୍ବାନ୍ ଏକ ଅକୁହା କଥାର ଗାଥା, ଆହ୍ବାନ୍ ଏକ ଚିରସବୁଜ ପରିକଲ୍ପନା ଓ ସୃଷ୍ଠୀ। ଏହି ସୃଷ୍ଠୀର ସୃଷ୍ଠୀକର୍ତ୍ତାଙ୍କୁ ମୋର ସାଦର ଅଭଭିନନ୍ଦନ ତତ୍-ସହ ଅଶେସ୍ ଅଶେସ୍ ଧନ୍ୟବାଦ୍ । ଓଡିଆ ଭାଷା ସାହିତ୍ୟ, ଏ ଦୁନିଆର ଉଚ୍ଚକୋଟିର । ଏଣୁ ହେ ଓଡିଆ ପୁଅ, ହେ ଓଡିଆ ଜଗତର ହିତାକାକ୍ଷିଂ ପ୍ରଜଗଣ, ଆମ ସ୍ବରାଜପତି ଓଡିଆ ଭାଷା ଓ ସାହିତ୍ୟକୁ ରକ୍ଷା ଏବଂ ଅମର କରିବାରେ ଏ ସାଧୁ ଉଦ୍ୟମ ପଥର ପଥିକ ହୁଅନ୍ତୁ । ଧନ୍ୟବାଦ୍ " ଜୟ ଓଡିଆ, ଜୟ ଓଡିଆ ସାହିତ୍ୟ, ଜୟ ଆହ୍ବାନ ପତ୍ରିକା "
Posted by ମହେନ୍ଦ୍ର ପ୍ରତାପ୍ ସ୍ବାଇଁ, on 12 Mar 2017
ବ୍ୟକ୍ତିଗତ ମତ
ପଢି ସାରିଲେ ମୁଁ ମୋର ମତ ଦେବି । ଧନ୍ୟବାଦ । ଆପଣଙ୍କର ମହତ ଆଶା ପୁରଣ ହେବ । ମନୁଭାଈ
Posted by ମନୁଭାଈ, on 28 Feb 2017