ଆଶା ଓ ପ୍ରତ୍ୟାଶା।
ଆଜିକା ଦିନରେ ମୁଁ ଆହ୍ବାନ ଇ-ପତ୍ରିକା ର ଏକ ନିୟମିତ ପାଠକ। ଯେବେଠାରୁ ଏହି ପତ୍ରିକା ସଂସ୍ପର୍ଶରେ ଆସିଛି କାହିଁକି କେଜାଣି ଏହି ପତ୍ରିକା ପ୍ରତି ମୋର ଏକ ଅହେତୁକ ଦୁର୍ବଳତା ପ୍ରକାଶ ପାଇଛି। ଯାହାକି ଭାଷାରେ ବ୍ୟକ୍ତ କରିବା ମୋ ପକ୍ଷେ ସମ୍ଭବ ନୁହେଁ। ମନରେ ସବୁବେଳେ କିଛି ନୂଆ କରିବାର ଆଶା ଓ ପ୍ରତ୍ୟାଶା। ତେଣୁ ପ୍ରବନ୍ଧ କିମ୍ବା କବିତା ମାଧ୍ୟମରେ ସମାଜକୁ ବାସ୍ତବତାର ବାର୍ତ୍ତା ପ୍ରେରଣ କରିବା ପାଇଁ ଏହି ପତ୍ରିକା ମୋତେ ଖୋରାକ ଯୋଗାଇଛି। (ଜୟ ଜଗନ୍ନାଥ)।
Posted by ସୌମ୍ୟ ରଞ୍ଜନ ପାତ୍ର।, on 28 Mar 2019
ପତ୍ରିକା ପାଇଁ ସମାଲୋଚନା
ଆଜ୍ଞା, ଆପଣଙ୍କ ପତ୍ରିକାକୁ ସମାଲୋଚନା ପଠାଇଲେ ଗ୍ରହଣ ହେବ କି. ମୁ ପଠେଇବାକୁ ଇଚ୍ଛା ପ୍ରକଶ କରୁଛି ତ.
Posted by ମନୋଜ କୁମାର ବେହେରା , on 24 Mar 2019
ଉତ୍ତମ ପ୍ରୟାସ
ଆଜିର ଏହି ଅତ୍ୟାଧୁନିକ ସମାଜରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପୁଣିଥରେ ଲୋକମାନଙ୍କ ହୃଦୟରେ ପୁନଃ ପ୍ରତିଷ୍ଠା କରିବାର ଏହି ଅଭିନବ ପ୍ରୟାସ ବାସ୍ତବରେ ଖୁବ୍ ସ୍ବାଗତଯୋଗ୍ଯ ।(ଜୟ ଜଗନ୍ନାଥ)
Posted by SOUMYA RANJAN PATRA, on 13 Mar 2019
ପତ୍ରିକା ର ପ୍ରକାଶନ ଶୈଳୀର ପରିବର୍ତ୍ତନ
ଗଳ୍ପ ଓ କବିତା ପାଇଁ ସମ୍ପାଦକୀୟ ଚୟନରେ ବିଷୟବସ୍ତୁ ଭିତ୍ତିକ ଏକ ଫଟୋ ସଂଲଗ୍ନ କରାଯାଉ ।ଏହାଦ୍ବାରା ପତ୍ରିକା ଆହୁରି ଆକର୍ଷଣୀୟ ହୋଇପାରିବ ।
Posted by କା, on 09 Mar 2019
ଏହି ପତ୍ରିକା ଦୀର୍ଘଜୀବୀ ହେଉ
ଆପଣଙ୍କ ପତ୍ରିକା ପଢ଼ିବାର ସୁଯୋଗ ପାଇଲି । ବହୁତ ଖୁସି ଲାଗିଲା । ଏହିପରି ଏକ ପତ୍ରିକାର ଆବଶ୍ୟକତା ଅନେକ ରହିଛି ଏବଂ ଏହା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହୁଥିବା ସାହିତ୍ୟିକ ଓ ସାହିତ୍ୟ ପ୍ରେମୀଙ୍କ ପାଇଁ ଏକ ବରଦାନ । ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କ ପାଇଁ ଏକ ଅନନ୍ୟ ଉପହାର ।
Posted by ଡା ରାମ ନାରାୟଣ ସ୍ବାଇଁ, on 18 Feb 2019
ବହୁତ ଭଲ.ଲାଗିଲା
ଅାଜିଅଚାନକ େହି ପତ୍ରିକା ଟିଆବିଷ୍କାର କଲି ଏତେ ଖୁସି ହେଲି ନକହିଲେ ଭଲ ।କିଛି ପଢିଲି ଲେଖିବି ଭାବୁଛି ଅନ୍ୟ ବ୍ଲଗ ଲେଖିବା ପରି ।ଧନ୍ୟବାଦ େହି ପ୍ରୟାସ ସଫଳ ରହୁ ।
Posted by Dr.Pallishree Pattanayak, on 21 Nov 2018
ପତ୍ରିକା ପ୍ରକାଶନ ସମ୍ବନ୍ଧରେ
ଆହ୍ୱାନପରି ଏକ ଅନନ୍ୟ ଓଡ଼ିଆ ପତ୍ରିକା ପ୍ରକାଶ କରୁଥିବା ଯୋଗୁଁ ଅଶେଷ ଧନ୍ୟବାଦ।
Posted by ପୁଷ୍ପାଞ୍ଜଳି ପଣ୍ଡା, on 09 Nov 2018
Paprika upalakhye
ଓଡିଶା ରେ ଏହିପରି ଏକ ଓଡ଼ିଆ ପତ୍ରିକା ପ୍ରକାଶ କରୁଥିବା ଯୋଗୁଁ ଅଶେଷ ଧନ୍ୟବାଦ।
Posted by Gouri panda , on 27 Oct 2018
Bahut sundar magazine
Bhai, aha uchakotira abam badhia prayasa. aama matrubhasara prasar aau prachar nimante..ta sahita aame odisha tharu durare rahi bi payrika ghare basi padhi paruchhu. aahuri aagaku jaantu.thanks Aahwaan.
Posted by Sasmita Sahoo, on 04 Oct 2018
sundar e patrika
sampadaka mahasaya pranaam . ahwan e patrika bahut bhala laguchhi . kabita galpa ebanga anyana bibhaaga gudika manachhuaan nischaya . august masare santosh pattnayaknka galpa pahili prema bahut bhala lagilaa. dhanyabad ahwan . karmakartaanka kaarjyaku saadhubaad . sidheswar tripathy 8018646704
Posted by sidheswar tripathy, on 27 Aug 2018
Great
I came to this site after read in a website about this. I can not say how much happy i am after came this site. Ahwan is exactly what am looking for. Thank. Thanks a lot....
Posted by Subhransu sekhar sahoo, on 04 Jul 2018
ଭଲ ପତ୍ରିକା
ଆହ୍ୱାନ ପାଇଁ ଆପଣଂକ ପ୍ରୟାସ ଅଭିନଂଦନୀୟ। ପ୍ରଫୁଲ୍ଲ ଚଂଦ୍ର ପାଢୀ
Posted by ପ୍ରଫୁଲ୍ଲ ଚଂଦ୍ର ପାଢୀ, on 24 Jun 2018