ଆହ୍ବାନ ଇ-ପତ୍ରିକା ପାଠକୀୟ ମତାମତ

ଆପଣଙ୍କ ସୁଚିନ୍ତିତ ମତାମତ ଏଠାରେ ଦିଅନ୍ତୁ ୤ କ୍ଲିକ୍ କରନ୍ତୁ


ଆହ୍ବାନ ପତ୍ରିକା ଦୀର୍ଘଜୀବି ହେଉ ।


ଆହ୍ବାନ ଇ-ପତ୍ରିକାର ପ୍ରଚେଷ୍ଟିତ ଉଦ୍ୟମ ସ୍ବାଗତ ଯୋଗ୍ୟ। ସବୁବର୍ଗର ବ୍ୟକ୍ତି ବିଶେଷଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଥାଏ ।ଧନ୍ୟବାଦ ଭାଇ



Posted by ପବିତ୍ର ଦାସ , on 11 Jun 2018


ଆହ୍ବାନ ପତ୍ରିକା ଦୀର୍ଘଜୀବି ହେଉ ।


ଆହ୍ବାନ ଇ-ପତ୍ରିକାର ପ୍ରଚେଷ୍ଟିତ ଉଦ୍ୟମ ସ୍ବାଗତ ଯୋଗ୍ୟ। ସବୁବର୍ଗର ବ୍ୟକ୍ତି ବିଶେଷଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଥାଏ ।ଧନ୍ୟବାଦ ଭାଇ



Posted by ପବିତ୍ର ଦାସ , on 11 Jun 2018


ବହୁତ ଭଲ ଲାଗିଲା


ସାର ନମସ୍କାର ମତେ ବହୁତ ଖୁସି ଲାଗିଲା କାହିଁକି ନା ମତେ ବି ଇ‐ପ୍ରତିକାରେ ଠାନ ମିଲିଲା ଆଉ ଏମିତି ଠାନ ମିଲୁବଲି ମୋ ଆଶା ଆଉ ଏହି ପ୍ରତିକାକୁ ପଢିବା କୁ ବହୁତ ଭଲ ଲାଗୁଛି ।



Posted by ଭରତ ମେହେର, on 18 May 2018


ଓଡିଆ ଭାଷା ପ୍ରୀତି


ଓଡିଆ କହିବା ,ଲେଖିବା ଏବଂ ଏହାର ସମୃଦ୍ଧି ,ପ୍ରଚାର ଓ ପ୍ରସାର ନିମନ୍ତେ ଚେଷ୍ଟା କରିବା ।



Posted by ପ୍ରଦୀପ କୁମାର ଗୌଡ , on 12 May 2018


ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ।


ଓଡିଆ ଭାଷାର ନିକଟର ହେବା ପାଇଁ ଏ ଦିଗରେ ସଦାସର୍ବଦା ଚେଷ୍ଟିତ ହେବା । ନୂତନ ସାହିତ୍ୟ ସୃଷ୍ଟି ପାଇଁ ପ୍ରେରଣା ଯୋଗାଇବା । ତେବେ ନିଶ୍ଚିତରୂପେ ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ହୋଇପାରିବ । ଆପଣଙ୍କର ଏହି ସୁନ୍ଦର ବ୍ୟବସ୍ଥା ଦ୍ୱାରା ନୂତନ ଲେଖକଙ୍କ ପାଇଁ ଏକ ଉତ୍ସାହ ସୃଷ୍ଟି କରିବାରେ ଲାଗିଛି । ସେମାନେ ସେମାନଙ୍କ ଲେଖା ଗୁଡିକୁ ଅତି ସହଜରେ ଲୋକାର୍ପିତ କରିବାରେ ସକ୍ଷମ ହୋଇ ପାରୁଛନ୍ତି । ଧନ୍ୟବାଦ ସମ୍ପାଦକ ମହାଶୟ । ଆପଣଙ୍କର ଏହି ବ୍ୟବସ୍ଥା ସଦାସର୍ବଦା ନୂତନତାର ଦିଗ ପାଇଁ କାର୍ଯ୍ୟ କରୁ । 🙏 ।। ଜୟ ଜଗନ୍ନାଥ ।। 🙏



Posted by PRADEEP KUMAR GOUDA , on 19 Apr 2018


Thanks..


Jyoti Bhai.. Nice intitative for publishing such wonderful e-book.. Read all the stories of Apr 18 edition. Nice stories. Thanks.. Best regards. Lord Jagannath may bless u more for your noble deeds.



Posted by Lingaraj Sahu , on 16 Apr 2018


କିପରି ଲେଖା ପ୍ରେରିତ କରାଯିବ ।


ଓଡିଆ ଭାଷା ସାହିତ୍ୟର ପ୍ରସାର ନିମନ୍ତେ ସଦାସର୍ବଦା ଚେଷ୍ଟିତ ହେବା । ଆମ ପ୍ରତ୍ୟେକଟି ଓଡିଆଙ୍କ ଲକ୍ଷ୍ୟ ନିଜ ଭାଷାକୁ ସମ୍ମାନ ଦେବା ଏବଂ ନୂତନ ସାହିତ୍ୟ ସୃଷ୍ଟି କରିବା । ଯାହା ଫଳରେ ଆମ ଭାଷାର ପରିସର ଦ୍ୱିଗୁଣିତ ହେବ । ଏହି ଆଶା ବ୍ୟକ୍ତ କରିବା ସହ ଏହି ବ୍ୟବସ୍ଥାର ସଂପ୍ରସାରଣ ଅଧିକରୁ ଅଧିକ ହେଉ ଏହା ଭଗବାନଙ୍କ ଠାରେ କାମନା କରୁଛୁ । 🙏।। ଜୟ ଜଗନ୍ନାଥ ।। 🙏



Posted by PRADEEP KUMAR GOUDA , on 15 Apr 2018


ମାର୍ଚ୍ଚ ମାସ ଇ-ପତ୍ରିକାରେ ଜାଗାଟିଏ ଦେଉଥିବାରୁ ଆପଣଙ୍କୁ ଧନ୍ୟବାଦ ଜ୍ୟୋତି ଭାଇ ।


ସତରେ,ଆହ୍ବାନ ଇ-ପତ୍ରିକା ଯେତିକି ହୃଦ୍ୟ ସେତିକି ମନଛୁଆଁ ।



Posted by ପବିତ୍ର ଦାସ , on 14 Mar 2018


କିପରି ଲେଖା ପ୍ରେରିତ କରାଯିବ ।


ଅତି ସୁନ୍ଦର ମାଧ୍ୟମ ଏହା ଅଟେ । ଅତି ସହଜରେ ଲେଖକଟି ତାର ଲେଖାକୁ ପହଁଚାଇବାରେ ସଫଳ ହେଉଛି । ତେଣୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ସବୁଠାରୁ ବଡ କଥା ହେଲା ଓଡିଆ ଭାଷା ସାହିତ୍ୟର ଉନ୍ନତି ପ୍ରତି ଗୁରୁତ୍ୱ ଦେବା ଆପଣଙ୍କ ପତ୍ରିକାର ଲକ୍ଷ୍ୟ। ଯାହାକି ପ୍ରତ୍ୟେକଟି ମାନସ ପଟକୁ ସ୍ପର୍ଶ କରୁଛି ।



Posted by PRADEEP KUMAR GOUDA , on 13 Mar 2018


dhanyabaad


Bahut sundara prayasha



Posted by Abanikanta Nayak, on 03 Mar 2018


kemiti upload karibi mo lekha


Jyoti Bhai, mu lekha tie upload karibaku chahunchi kemiti upload karibi.



Posted by BASANTA KUMAR PARIDA, on 01 Mar 2018


ପ୍ରେରଣା


ମୋର କବିତା ଲେଖନୀ ର ଆରମ୍ଭ କଲେଜରେ ପଢୁଥିବା ସମୟରେ ହୋଇଥିଲା। ଇଛା ତ ରହିଥିଲା ଯେ ମୋ ଲେଖା କୁ ମଧ୍ୟ ସମସ୍ତେ ପଢନ୍ତୁ କିନ୍ତୁ ମାଧ୍ୟମର ଅଭାବ ରହିଥିଲା। ଯାହାକି ଆହ୍ବାନ ଇ-ପତ୍ରିକା ଦ୍ବାରା ପୂର୍ଣ୍ଣ ହୋଇଛି। ଆହ୍ବାନ ଇ-ପତ୍ରିକା ସହ ମୋର ସମ୍ପର୍କ ପ୍ରାୟ ତିନି ମାସ ହେବ କିନ୍ତୁ ମୋତେ ଲାଗେ ବହୁତ ଦିନରୁ ରହିଛି । ଯେତେବେଳେ ଗତ ଡିସେମ୍ବର ୨୦୧୭ ରେ ମୋର ପ୍ରଥମ ଗଳ୍ପ ଓ କବିତା ଆହ୍ବାନ ରେ ସ୍ଥାନ ପାଇଥିଲା ମୁ ବହୁତ ଖୁସି ହୋଇଥିଲି ଆଉ ଲେଖିବାକୁ ବହୁତ ପ୍ରେରଣା ପାଇଥିଲି। ଧନ୍ୟବାଦ ଆହ୍ବାନ ଇ-ପତ୍ରିକା ଧନ୍ୟବାଦ ଜ୍ଯୋତି ସାର୍ । ସମ୍ପର୍କ ଚିର ସବୁଜ ରହିଥାଉ, ଓଡିଆ ଭାଷା ଆହୁରି ସମୃଦ୍ଧ ହେଉ। 🙏🙏🙏



Posted by ଜିତେନ୍ଦ୍ର କୁମାର କହଁର, on 26 Feb 2018






ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା