2018 February new aahwaan app
ଜ୍ୟୋତିଭାଇ ଙ୍କ ଅଭିନବ ପ୍ରୟାସ ରେ ମୁକ୍ତିଲାଭ କଲା ସମ୍ପୁର୍ଣ୍ଣ ପାରିବାରିକ ଚଳଚିତ୍ର ଆହ୍ୱାନ ଆପ ।ଆସନ୍ତୁ ମିଶି ଦେଖିବା , ଲେଖିବା ଓ ଲେଖେଇବା ।
Posted by ଅରବିନ୍ଦ ଆଚାର୍ଯ୍ୟ, on 21 Jan 2018
Aahwan - making resolution in Odia literature
Dear friends, since last two years I am acquainted with Aahwan e-magazine. It is truly amazing and making resolution in Odia literature. I'm proud of Dr. Jyoti Bhai, editor of this online magazine, who promotes our literature throughout the world with this with lot of passion and love. Thank you.
Posted by Naresh Kumar Behera , on 15 Jan 2018
ସୁନ୍ଦର ପ୍ରାୟାସ ପାଇଁ ଧନ୍ୟବାଦ
ଓଡ଼ିଆ ଭାଷା ଓ ସାହିତ୍ୟକୁ ସୁଦୂରପ୍ରସାରୀ କରିବାକୁ ହେଲେ ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ହେବ, ଭାଷାପ୍ରତି ବିମୁଖ ଆମ ଜାତିକୁ ଓଡ଼ିଆ ଭାଷା ଓ ସାହିତ୍ୟ ସହ ବାନ୍ଧିରଖିବାର ଏକ ସୁନ୍ଦର ପ୍ରୟାସ ପାଇଁ, ପ୍ରତିଷ୍ଠାତା ଏବଂ ଅନ୍ୟ ସହଯୋଗୀ ମାନଙ୍କୁ ଅଜସ୍ର ଧନ୍ୟବାଦ । 【ସନ୍ତୋଷ ପଟ୍ଟନାୟକ】
Posted by ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ,【ବେଗୁନିଆପଡା ବ୍ଳକ୍】, on 04 Jan 2018
ମୋ ମତ '
ଆମ ଜନ୍ମଭୂମି ଓଡିଶା କୁ ଛାଡି ରୋଜଗାର ପାଇଁ ମୋଭଳି ଓଡ଼ିଆଙ୍କ ପାଇଁ , ଏହି ପତ୍ରିକା ମନ ରେ ନୂତନ ଆଶା ର ସଂଚାର କରିଛି । ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଏଭଳି ପ୍ରାୟାସରେ ପତ୍ରିକାଟିଏ ପଢ଼ିବା ଅତି ସହଜବୋଧ ହୁଏ । ଆଶା କରୁଛି ପ୍ରାୟ ସବୁବର୍ଗର ଲୋକ ଏହି ପ୍ରାୟାସର ଲାଭ ନେଇ ପାରିବେ ଏବଂ ଲେଖକ/ଲେଖିକା ବନ୍ଧୁମାନେ ମଦ୍ଧ୍ୟ ବହୁତ୍ ଉପକୃତ ହୋଇପାରିବେ । ଏହି ପତ୍ରିକା ର ପ୍ରତିଷ୍ଠାତା ଜ୍ୟୋତି ପଟ୍ଟନାୟକମହୋଦୟଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ । ଏହି ପତ୍ରିକାର ଉତ୍ତୋରତ୍ତର କାମନା ପାଇଁ ଜଗନ୍ନାଥଙ୍କ ଠାରେ ବିନତୀ । ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ 【ବେଗୁନିଆପଡା ବ୍ଳକ୍】
Posted by ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ,【ବେଗୁନିଆପଡା ବ୍ଳକ୍】, on 04 Jan 2018
ଭଲ ପ୍ରୟାସ! ଜାରି ରହୁ ଉଦ୍ୟମ | ଧନ୍ୟବାଦ!
ନମସ୍କାର ବନ୍ଧୁ! ସର୍ବପ୍ରଥମେ ଆପଣଙ୍କୁ ନୂତନ ବର୍ଷର ଅଭିନନ୍ଦନ! ଅନେକ ଦିନ ତଳେ ଆପଣଙ୍କ ସହିତ କଥା ହୋଇଥିଲି | ପୁଣି ଆଜି ଆଉଥରେ ସୁଯୋଗ ମିଳିଲା | ମୋର ଲେଖା ଆପଣଙ୍କ ପତ୍ରିକାରେ ଦେବାକୁ ଚାହୁଁଛି ଆଉ ଏକ କବିତା ମଧ୍ୟ ପଠାଉଛି | କିଛି ସମୟ ମିଳିଲେ ମୋର ବ୍ଲଗ୍ 'ମନର କଥା'ରେ http://manarakatha.blogspot.in ସମୟ ଦେଇ ଲେଖାଲେଖି କରେ | ଫେସବୁକ ରେ ଆପଣଙ୍କ ସହିତ ଯୋଗାଯୋଗ ଅଛି | ମୋର ବି ଚେଷ୍ଟା ଅଛି | http://manarakatha.blogspot.in/2017/12/aapan-aapan-nka-lekha-onlinewebblogre.html ଓଡିଆ ଭାଷା ସାହିତ୍ୟର ବିକାଶ ହେଉ | ଗୁଗଲ୍ ରେ ଯେମିତି ଓଡିଆ ଭାଷା ସ୍ଥାନ ପାଉ ସେଥି ଲାଗି ଆପଣଙ୍କ ଭଳି ଭାଇମାନେ ଚେଷ୍ଟା କରନ୍ତୁ | ନିଶ୍ଚୟ ସଫଳ ହେବେ | http://manarakatha.blogspot.in/2015/11/odia-bhasha.html ବହୁ ଦିନର ସଂଘର୍ଷ ଓ ପ୍ରୟାସ ଆପଣଙ୍କ ଜାରି ରହିଥିବାରୁ ଆପଣଙ୍କୁ ଆଉଥରେ ଧନ୍ୟବାଦ! -ସାହାଣୀ ସଂଜୟ କୁମାର ଧଉଳି -ମନର କଥା ମୋ-୯୦୩୬୦୫୫୧୦୫
Posted by ସାହାଣୀ ସଂଜୟ କୁମାର ଧଉଳି, on 31 Dec 2017
goodjob
aahwan samasttha lekhalekhikaku saunti neu
Posted by DEBADATTAMAALYAKUMARBARAL, on 08 Dec 2017
ସୁନ୍ଦର ପଦକ୍ଷେପ
ଆଧୁନିକ ଯୁଗ ଏବଂ ତାସହିତ ତାଳଦେଇ ଆଗଉଥିବା ଭାଷା ସାହିତ୍ୟର ସଂଯୋଗ ହେଉଛି ଏହି ପତ୍ରିକା | ଡିଜିଟାଲ ଇଣ୍ଡିଆ ସହିତ ବର୍ତମାନର ସାହିତ୍ୟକୁ ଡିଜିଟାଲ କରିବାର ଏହା ଏକ ମୁଖ୍ୟ ମାଧ୍ୟମ | The aahwaan now doing a globalized communication between the odia writers and literature lovers. ଆହ୍ୱାନ ଏମିତି ବଞ୍ଚିରହୁ ଲେଖକ ଏବଂ ପାଠକ ,ମାନଙ୍କ ପାଖରେ ମୋର ଏତିକି କାମନା ମା ଚର୍ଚିକାଙ୍କ ପାଦତଳେ |
Posted by ସମିର କୁମାର ବେଉରା , on 28 Oct 2017
ଅତି ସୁନ୍ଦର ପ୍ରୟାସ
ଅନେକ ଥର ବ୍ୟକ୍ତିଗତ ଭାବେ ଏହି ଚେଷ୍ଟା କୁ ଫଳପ୍ରଦ କରିବାକୁ ଚାହିଁଥିଲି। ହେଲେ ବ୍ୟସ୍ତ ଜୀବନ ଭିତରୁ ସମୟ କାଢି ନିଷ୍ଠାପର ଭାବେ ଉଦ୍ୟମ କରିବାକୁ ସାହସ ହେଲାନି। ଢେର ସାରା ଶୁଭେଚ୍ଛା। ପ୍ରଚାର ଓ ପ୍ରସାର ଜାରି ରହୁ । ଜୟ ଜଗନ୍ନାଥ।
Posted by ସୂର୍ଯ୍ୟକାନ୍ତ ପ୍ରଧାନ, on 20 Oct 2017
ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ।
ଅତ୍ୟନ୍ତ ସୁନ୍ଦର ଭାବେ ସହଜରେ ଆମେ ଏହାକୁ ପାଇପାରୁଛ ,ଏଠାରେ ମଧ୍ୟ କିଛି ଦିଗ ପ୍ରତିଧ୍ୟାନ ଦେବାକୁ ଅଛି ,ସେପରି ଅକ୍ଷର ଆକାର ଛୋଟ ଛୋଟ କରିବା ଉଚିତ ।
Posted by ବଲବନ୍ତ ସାହୁ7, on 12 Oct 2017
ପତ୍ରିକାଟି ପଢ଼ି ଭଲ ଲାଗିଲା
ଏହି ଆହ୍ବାନ ଇ -ପତ୍ରିକାଟି ପଢ଼ି ମତେ ବହୁତ ଖୁସି ଲାଗୁଛି କାହିକିନା ମୁଁ ବାଙ୍ଗାଲୋର ରହୁଛି । ଏଠି ଓଡ଼ିଆ ଭାଷାର ପତ୍ରିକା ମିଲେନାହିଁ । ଜାଣିଲି ମୋବାଇଲ କମ୍ପପ୍ୟଟର ରେ ଅନଲାଇନ୍ ରେ ମିଳୁଛି । ତାହାରୁ ପଢ଼ି ବହୁତ ଖୁସି ଲାଗୁଛି
Posted by ସୁଦାମ ମକର, on 30 Sep 2017
Excellent news
Emagazine on odia literature is an excellent job... Very happy to see today
Posted by Dibya ranjan panigrahi , on 22 Sep 2017
Sishusahitya
ଶିଶୁ ସାହିତ୍ୟ କ୍ଷେତ୍ରରେ ଆହ୍ୱାନ କୁ କିପରି ଭାବରେ ସ୍ଥାନ ଦେଇଛନ୍ତି ଏଠାରେ କଣ ଶିଶୁ ସାହିତ୍ୟିକ ମାନଙ୍କର ଗଳ୍ପ କବିତା ରଚନା ସ୍ଥାନ ପାଇପାରିବ ।
Posted by Tapan Kumar swain, on 21 Sep 2017