ଆପଣଙ୍କ ମତାମତ ଏବଂ ବାର୍ତ୍ତା


ବ୍ୟକ୍ତିଗତ ମତ

Posted by ମନୁଭାଈ, on 28 Feb 2017

ପଢି ସାରିଲେ ମୁଁ ମୋର ମତ ଦେବି । ଧନ୍ୟବାଦ । ଆପଣଙ୍କର ମହତ ଆଶା ପୁରଣ ହେବ । ମନୁଭାଈ


ଓଡ଼ିଆ ଇ-ପତ୍ରିକା ଆହ୍ୱାନ ଏକ ବିରଳ ସାହସୀକ କୃତ୍ତୀ ,ତାହା ପୁଣି ବିନା ମୂଲ୍ୟରେ..! ଆପଣଙ୍କର ଏହି ମହତ୍ତ ଉଦ୍ଦେଶ୍ୟ କୁ ସାଧୁବାଦ ଜଣାଉଛି |

Posted by ମଦନ ମୋହନ ପାତ୍ର, on 11 Feb 2017

ନୂତନ ପ୍ରତିଭା-ଉନ୍ମୋଚନ ରେ ସାହାଯ୍ୟ କରନ୍ତୁ |..💐


Best Magazine Ever

Posted by Deepak Sarangi, on 10 Feb 2017

This is one of the best magazine...I ever read....Being a daily writer of this magazine....I pray to almighty ...Aahwaan will nourish and flourish forever..... May God Bless u with good health and wealth to its editor & our beloved Dr.J.P.Pattanaik Sir..


We like Ahwaan Magazine

Posted by Basant Kumar Samal, on 27 Jan 2017

We are outside India and thanks to Ahwaan e-Patrika we are able to read Odia magazine every month.


This is the best Odia e-Magazine site.

Posted by Rabindra Kumar Dash, on

Thank you for publishing this e-Magazine. It is one of the best magazines in Odia I have read. It gives us the pleasure of reading an Odia e-Magazine thousands of miles away from Odisha.


ଆପଣଙ୍କ ମତାମତ ଦିଅନ୍ତୁ

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୯୦୪୦୯୮୫୪୬୩ / ୯୮୬୧୯୬୨୧୬୦ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤