ନମସ୍କାର,
ଆହ୍ବାନ ଇ -ପତ୍ରିକାର ୱେବ୍ ସାଇଟକୁ ଆପଣଙ୍କୁ ସ୍ବାଗତ ଜଣାଉଛି
ଆହ୍ବାନ ଇ-ପତ୍ରିକା କେବଳ ଏକ ପତ୍ରିକା ନୁହେଁ, ବରଂ ଏହା ଏକ ଆନ୍ଦୋଳନ, ଏକ ବୈପ୍ଳବିକ ପରିବର୍ତ୍ତନ ଯାହା ଓଡ଼ିଆ ଭାଷାକୁ ଆଧୁନିକ ଯୁଗର ସହ ତାଳ ଦେଇ ପ୍ରତିଦିନ ବୃଦ୍ଧିପାଉଥିବା ଅନଲାଇନ୍ ଓଡ଼ିଆ ସଂଗୋଷ୍ଠୀମାନଙ୍କରେ ଆଦୃତ କରାଇବାରେ ସମର୍ଥ ହୋଇଛି ବିଶ୍ବବ୍ୟାପୀ ଅନେକ ଦେଶରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ପ୍ରତିମାସରେ ଏକ ରୁଚିକର ଓଡ଼ିଆ ଇ-ପତ୍ରିକା ପାଠ କରିବାର ନିଶୁଳ୍କ ବିକଳ୍ପ ଉପଲବ୍ଧ କରାଇ ଏହା ଓଡ଼ିଆ ଇ-ପତ୍ରିକା ଜଗତରେ ଅଗ୍ରଗଣ୍ୟ ରହିଛି
ପ୍ରତି ମାସରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବରେ ବିତରଣ ହେଉଥିବା ଏହି ଇ-ପତ୍ରିକା ସଂପ୍ରତି ଏହାର ତ୍ରୟୋଦଶ ବର୍ଷରେ ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇଚାଲିଛି
Introductory text of Publication : Aaahwaan e-Patrika is one the leading e-Magazines published from Odisha in India. It is the first e-Magazine which got pubiished in the year 2006 in Odia language and has since been getting published every month. |
Frequency : Monthly |
Publisher :Dr Jyoti Prasad Pattanayak Beema Nagar, 2nd Lane |
Editorial Board :Dr Jyoti Prasad Pattanayak e-Mail : editor@aahwaan.com Mrs Priti Priyadarshani Mohapatro e-Mail : subeditor@aahwaan.com |
0 2006 2007 2008 2010 2011 2012 2013 2014 2015 2016 2017 2018 2019 2020 2021 2022 2023 2024
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ