Posted by ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ,【ବେଗୁନିଆପଡା ବ୍ଳକ୍】, on 04 Jan 2018
ଆମ ଜନ୍ମଭୂମି ଓଡିଶା କୁ ଛାଡି ରୋଜଗାର ପାଇଁ ମୋଭଳି ଓଡ଼ିଆଙ୍କ ପାଇଁ , ଏହି ପତ୍ରିକା ମନ ରେ ନୂତନ ଆଶା ର ସଂଚାର କରିଛି ।
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଏଭଳି ପ୍ରାୟାସରେ ପତ୍ରିକାଟିଏ ପଢ଼ିବା ଅତି ସହଜବୋଧ ହୁଏ । ଆଶା କରୁଛି ପ୍ରାୟ ସବୁବର୍ଗର ଲୋକ ଏହି ପ୍ରାୟାସର ଲାଭ ନେଇ ପାରିବେ ଏବଂ ଲେଖକ/ଲେଖିକା ବନ୍ଧୁମାନେ ମଦ୍ଧ୍ୟ ବହୁତ୍ ଉପକୃତ ହୋଇପାରିବେ ।
ଏହି ପତ୍ରିକା ର ପ୍ରତିଷ୍ଠାତା ଜ୍ୟୋତି ପଟ୍ଟନାୟକମହୋଦୟଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ।
ଏହି ପତ୍ରିକାର ଉତ୍ତୋରତ୍ତର କାମନା ପାଇଁ ଜଗନ୍ନାଥଙ୍କ ଠାରେ ବିନତୀ ।
ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ
【ବେଗୁନିଆପଡା ବ୍ଳକ୍】
Posted by ସାହାଣୀ ସଂଜୟ କୁମାର ଧଉଳି, on 31 Dec 2017
ନମସ୍କାର ବନ୍ଧୁ!
ସର୍ବପ୍ରଥମେ ଆପଣଙ୍କୁ ନୂତନ ବର୍ଷର ଅଭିନନ୍ଦନ!
ଅନେକ ଦିନ ତଳେ ଆପଣଙ୍କ ସହିତ କଥା ହୋଇଥିଲି | ପୁଣି ଆଜି ଆଉଥରେ ସୁଯୋଗ ମିଳିଲା |
ମୋର ଲେଖା ଆପଣଙ୍କ ପତ୍ରିକାରେ ଦେବାକୁ ଚାହୁଁଛି ଆଉ ଏକ କବିତା ମଧ୍ୟ ପଠାଉଛି |
କିଛି ସମୟ ମିଳିଲେ ମୋର ବ୍ଲଗ୍ 'ମନର କଥା'ରେ http://manarakatha.blogspot.in
ସମୟ ଦେଇ ଲେଖାଲେଖି କରେ | ଫେସବୁକ ରେ ଆପଣଙ୍କ ସହିତ ଯୋଗାଯୋଗ ଅଛି |
ମୋର ବି ଚେଷ୍ଟା ଅଛି |
http://manarakatha.blogspot.in/2017/12/aapan-aapan-nka-lekha-onlinewebblogre.html
ଓଡିଆ ଭାଷା ସାହିତ୍ୟର ବିକାଶ ହେଉ | ଗୁଗଲ୍ ରେ ଯେମିତି ଓଡିଆ ଭାଷା
ସ୍ଥାନ ପାଉ ସେଥି ଲାଗି ଆପଣଙ୍କ ଭଳି ଭାଇମାନେ ଚେଷ୍ଟା କରନ୍ତୁ | ନିଶ୍ଚୟ ସଫଳ ହେବେ |
http://manarakatha.blogspot.in/2015/11/odia-bhasha.html
ବହୁ ଦିନର ସଂଘର୍ଷ ଓ ପ୍ରୟାସ ଆପଣଙ୍କ ଜାରି ରହିଥିବାରୁ ଆପଣଙ୍କୁ ଆଉଥରେ ଧନ୍ୟବାଦ!
-ସାହାଣୀ ସଂଜୟ କୁମାର ଧଉଳି -ମନର କଥା ମୋ-୯୦୩୬୦୫୫୧୦୫
Posted by DEBADATTAMAALYAKUMARBARAL, on 08 Dec 2017
aahwan samasttha lekhalekhikaku saunti neu
Posted by ସମିର କୁମାର ବେଉରା , on 28 Oct 2017
ଆଧୁନିକ ଯୁଗ ଏବଂ ତାସହିତ ତାଳଦେଇ ଆଗଉଥିବା ଭାଷା ସାହିତ୍ୟର ସଂଯୋଗ ହେଉଛି ଏହି ପତ୍ରିକା | ଡିଜିଟାଲ ଇଣ୍ଡିଆ ସହିତ ବର୍ତମାନର ସାହିତ୍ୟକୁ ଡିଜିଟାଲ କରିବାର ଏହା ଏକ ମୁଖ୍ୟ ମାଧ୍ୟମ | The aahwaan now doing a globalized communication between the odia writers and literature lovers. ଆହ୍ୱାନ ଏମିତି ବଞ୍ଚିରହୁ ଲେଖକ ଏବଂ ପାଠକ ,ମାନଙ୍କ ପାଖରେ ମୋର ଏତିକି କାମନା ମା ଚର୍ଚିକାଙ୍କ ପାଦତଳେ |
Posted by ସୂର୍ଯ୍ୟକାନ୍ତ ପ୍ରଧାନ, on 20 Oct 2017
ଅନେକ ଥର ବ୍ୟକ୍ତିଗତ ଭାବେ ଏହି ଚେଷ୍ଟା କୁ ଫଳପ୍ରଦ କରିବାକୁ ଚାହିଁଥିଲି। ହେଲେ ବ୍ୟସ୍ତ ଜୀବନ ଭିତରୁ ସମୟ କାଢି ନିଷ୍ଠାପର ଭାବେ ଉଦ୍ୟମ କରିବାକୁ ସାହସ ହେଲାନି।
ଢେର ସାରା ଶୁଭେଚ୍ଛା। ପ୍ରଚାର ଓ ପ୍ରସାର ଜାରି ରହୁ । ଜୟ ଜଗନ୍ନାଥ।
Posted by ବଲବନ୍ତ ସାହୁ7, on 12 Oct 2017
ଅତ୍ୟନ୍ତ ସୁନ୍ଦର ଭାବେ ସହଜରେ ଆମେ ଏହାକୁ ପାଇପାରୁଛ ,ଏଠାରେ ମଧ୍ୟ କିଛି ଦିଗ ପ୍ରତିଧ୍ୟାନ ଦେବାକୁ ଅଛି ,ସେପରି ଅକ୍ଷର ଆକାର ଛୋଟ ଛୋଟ କରିବା ଉଚିତ ।
Posted by ସୁଦାମ ମକର, on 30 Sep 2017
ଏହି ଆହ୍ବାନ ଇ -ପତ୍ରିକାଟି ପଢ଼ି ମତେ ବହୁତ ଖୁସି ଲାଗୁଛି
କାହିକିନା ମୁଁ ବାଙ୍ଗାଲୋର ରହୁଛି ।
ଏଠି ଓଡ଼ିଆ ଭାଷାର ପତ୍ରିକା ମିଲେନାହିଁ ।
ଜାଣିଲି ମୋବାଇଲ କମ୍ପପ୍ୟଟର ରେ ଅନଲାଇନ୍ ରେ ମିଳୁଛି ।
ତାହାରୁ ପଢ଼ି ବହୁତ ଖୁସି ଲାଗୁଛି
Posted by Dibya ranjan panigrahi , on 22 Sep 2017
Emagazine on odia literature is an excellent job... Very happy to see today
Posted by Tapan Kumar swain, on 21 Sep 2017
ଶିଶୁ ସାହିତ୍ୟ କ୍ଷେତ୍ରରେ ଆହ୍ୱାନ କୁ କିପରି ଭାବରେ ସ୍ଥାନ ଦେଇଛନ୍ତି ଏଠାରେ କଣ ଶିଶୁ ସାହିତ୍ୟିକ ମାନଙ୍କର ଗଳ୍ପ କବିତା ରଚନା ସ୍ଥାନ ପାଇପାରିବ ।
Posted by BIKESH SAHU, on 30 Aug 2017
prathame mor pranam aahwn patrikar sampadaka nku ehar samast karjya karta nku..samasta kabi brunda nku..satare eka niara prayas ei aahwan patrikar...odia bhasar unnatire eka muhattapurna bhumika ehar....mora kamna aagaku eha ek maha drumare parint hoi samgra biswa re partistit heu...jay jagannath..
Posted by ପ୍ରକାଶ ସାହୁ, on 08 Jul 2017
ନିଜ ଜନ୍ମ ଭୂମି ଓଡିଶା କୁ ଛାଡି ରୋଜଗାର ପାଇଁ ଯେଉଁ ଓଡ଼ିଆମେ ବାହାରେ ରହୁଛନ୍ତି ।ସେମାନଙ୍କ ପାଇଁ ଏହି ପତ୍ରିକା ସେମାନ ଙ୍କ ମନ ରେ ନୂତନ ଆଶା ର ସଂଚାର କରିଛି ।ଏହି ପତ୍ରିକା ର ପ୍ରତିସ୍ଥାତା ଜ୍ୟୋତି ସର ଙ୍କୁ ବହୁତ ଧନ୍ୟବାଦ ।
Posted by Siba kumar panda, on 08 Jul 2017
Mora priya pathaka bandhu,
Mu bahut khusi ki odia bhasa o sahitya ra unati digarare "Aawahaan e-patrika " ra mahatwa abarnaniya.
mu aei patrika ra niyamita pathaka ate.aei last month re mora hata lekhaodia poem"Aei nuha bastabata"
publish heichi dekhi bahuta khusi.
Asa kare ahuri agaku jau aei patrika .
Yours.
Siba kumar Panda,
B.Tech,M.Tech,MBA
Trying to be a Good Researcher cum Poet
Blog- sibakumarpanda.blogspot.in
email- panda.sibakumar08@gmail.com
contact-9438101090
Introductory text of Publication : Aaahwaan e-Patrika is one the leading e-Magazines published from Odisha in India. It is the first e-Magazine which got pubiished in the year 2006 in Odia language and has since been getting published every month. |
Frequency : Monthly |
Publisher :Dr Jyoti Prasad Pattanayak Beema Nagar, 2nd Lane |
Editorial Board :Dr Jyoti Prasad Pattanayak e-Mail : editor@aahwaan.com Mrs Priti Priyadarshani Mohapatro e-Mail : subeditor@aahwaan.com |
0 2006 2007 2008 2010 2011 2012 2013 2014 2015 2016 2017 2018 2019 2020 2021 2022 2023 2024
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ