Posted by କା, on 09 Mar 2019
ଗଳ୍ପ ଓ କବିତା ପାଇଁ ସମ୍ପାଦକୀୟ ଚୟନରେ ବିଷୟବସ୍ତୁ ଭିତ୍ତିକ ଏକ ଫଟୋ ସଂଲଗ୍ନ କରାଯାଉ ।ଏହାଦ୍ବାରା ପତ୍ରିକା ଆହୁରି ଆକର୍ଷଣୀୟ ହୋଇପାରିବ ।
Posted by ଡା ରାମ ନାରାୟଣ ସ୍ବାଇଁ, on 18 Feb 2019
ଆପଣଙ୍କ ପତ୍ରିକା ପଢ଼ିବାର ସୁଯୋଗ ପାଇଲି । ବହୁତ ଖୁସି ଲାଗିଲା । ଏହିପରି ଏକ ପତ୍ରିକାର ଆବଶ୍ୟକତା ଅନେକ ରହିଛି ଏବଂ ଏହା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହୁଥିବା ସାହିତ୍ୟିକ ଓ ସାହିତ୍ୟ ପ୍ରେମୀଙ୍କ ପାଇଁ ଏକ ବରଦାନ । ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କ ପାଇଁ ଏକ ଅନନ୍ୟ ଉପହାର ।
Posted by Dr.Pallishree Pattanayak, on 21 Nov 2018
ଅାଜିଅଚାନକ େହି ପତ୍ରିକା ଟିଆବିଷ୍କାର କଲି
ଏତେ ଖୁସି ହେଲି ନକହିଲେ ଭଲ ।କିଛି ପଢିଲି
ଲେଖିବି ଭାବୁଛି ଅନ୍ୟ ବ୍ଲଗ ଲେଖିବା ପରି ।ଧନ୍ୟବାଦ େହି ପ୍ରୟାସ ସଫଳ ରହୁ ।
Posted by ପୁଷ୍ପାଞ୍ଜଳି ପଣ୍ଡା, on 09 Nov 2018
ଆହ୍ୱାନପରି ଏକ ଅନନ୍ୟ ଓଡ଼ିଆ ପତ୍ରିକା ପ୍ରକାଶ କରୁଥିବା ଯୋଗୁଁ ଅଶେଷ ଧନ୍ୟବାଦ।
Posted by Gouri panda , on 27 Oct 2018
ଓଡିଶା ରେ ଏହିପରି ଏକ ଓଡ଼ିଆ ପତ୍ରିକା ପ୍ରକାଶ କରୁଥିବା ଯୋଗୁଁ ଅଶେଷ ଧନ୍ୟବାଦ।
Posted by Sasmita Sahoo, on 04 Oct 2018
Bhai, aha uchakotira abam badhia prayasa. aama matrubhasara prasar aau prachar nimante..ta sahita aame odisha tharu durare rahi bi payrika ghare basi padhi paruchhu. aahuri aagaku jaantu.thanks Aahwaan.
Posted by sidheswar tripathy, on 27 Aug 2018
sampadaka mahasaya pranaam . ahwan e patrika bahut bhala laguchhi . kabita galpa ebanga anyana bibhaaga gudika manachhuaan nischaya . august masare santosh pattnayaknka galpa pahili prema bahut bhala lagilaa. dhanyabad ahwan . karmakartaanka kaarjyaku saadhubaad .
sidheswar tripathy
8018646704
Posted by Subhransu sekhar sahoo, on 04 Jul 2018
I came to this site after read in a website about this. I can not say how much happy i am after came this site. Ahwan is exactly what am looking for. Thank. Thanks a lot....
Posted by ପ୍ରଫୁଲ୍ଲ ଚଂଦ୍ର ପାଢୀ, on 24 Jun 2018
ଆହ୍ୱାନ ପାଇଁ ଆପଣଂକ ପ୍ରୟାସ ଅଭିନଂଦନୀୟ।
ପ୍ରଫୁଲ୍ଲ ଚଂଦ୍ର ପାଢୀ
Posted by ପବିତ୍ର ଦାସ , on 11 Jun 2018
ଆହ୍ବାନ ଇ-ପତ୍ରିକାର ପ୍ରଚେଷ୍ଟିତ ଉଦ୍ୟମ ସ୍ବାଗତ ଯୋଗ୍ୟ।
ସବୁବର୍ଗର ବ୍ୟକ୍ତି ବିଶେଷଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଥାଏ ।ଧନ୍ୟବାଦ ଭାଇ
Posted by ପବିତ୍ର ଦାସ , on 11 Jun 2018
ଆହ୍ବାନ ଇ-ପତ୍ରିକାର ପ୍ରଚେଷ୍ଟିତ ଉଦ୍ୟମ ସ୍ବାଗତ ଯୋଗ୍ୟ।
ସବୁବର୍ଗର ବ୍ୟକ୍ତି ବିଶେଷଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଥାଏ ।ଧନ୍ୟବାଦ ଭାଇ
Posted by ଭରତ ମେହେର, on 18 May 2018
ସାର ନମସ୍କାର ମତେ ବହୁତ ଖୁସି ଲାଗିଲା
କାହିଁକି ନା ମତେ ବି ଇ‐ପ୍ରତିକାରେ ଠାନ ମିଲିଲା ଆଉ ଏମିତି ଠାନ ମିଲୁବଲି ମୋ ଆଶା ଆଉ ଏହି ପ୍ରତିକାକୁ ପଢିବା କୁ ବହୁତ ଭଲ ଲାଗୁଛି ।
Introductory text of Publication : Aaahwaan e-Patrika is one the leading e-Magazines published from Odisha in India. It is the first e-Magazine which got pubiished in the year 2006 in Odia language and has since been getting published every month. |
Frequency : Monthly |
Publisher :Dr Jyoti Prasad Pattanayak Beema Nagar, 2nd Lane |
Editorial Board :Dr Jyoti Prasad Pattanayak e-Mail : editor@aahwaan.com Mrs Priti Priyadarshani Mohapatro e-Mail : subeditor@aahwaan.com |
0 2006 2007 2008 2010 2011 2012 2013 2014 2015 2016 2017 2018 2019 2020 2021 2022 2023 2024
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ