ଫେରି ଆସନ୍ତା କି ଶିଶୁ ବେଳ
ମାଁ କୋଳେ ଝୁଲନ୍ତି! ।
ଲେଉଟନ୍ତା କି ପିଲାବେଳ?
ଗାଁ ସାଥି ମେଳେ ଖେଳନ୍ତି ।
ଆସନ୍ତା କି ଫେରି ସ୍କୁଲ ବେଳ
ବନ୍ଧୁଙ୍କ ସାଙ୍ଗେ ପଢନ୍ତି ।
ହୁଅନ୍ତା କି ପଛ କଲେଜ ବେଳ?
ମିତଙ୍କ ସାଥେ ମସ୍ତି କରନ୍ତି ।
ଫେରନ୍ତେ କି ମୋ ଜୀବନ ସାଥି?
ଏକା କୁଟୀରେ ରହନ୍ତି ।
ଫେରନ୍ତା କି ମୋ ପ୍ରାଣବାୟୁ
ପୁଣିଥରେ ଜିଅଁନ୍ତି ।
ଅଶୋକ ଦିଗାଳ, ବାଲିଗୁଡା଼
Go Back to Previous Page
ବିଘ୍ନ
ଅବିନାଶ ମାଟିଆ
Read Article
ନୀଳକଣ୍ଠ
ଶେଷଦେବ ଯଜ୍ଞକାମ ଦେଓ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ