ସବୁସ୍ଥାନ ଯଦି ହୋଇଯାଆନ୍ତା
ମନ୍ଦିର, ମସଜିଦ୍, ଗୀର୍ଜା
ସବୁ ସମୟ ହୋଇଯାଆନ୍ତା
ଭକ୍ତି-ପ୍ରାର୍ଥନାର ବେଳ;
ସମସ୍ତେ ସାଜି ଯାଆନ୍ତେ ଗୋଟେ ଗୋଟେ
ପଣ୍ଡା ଓ ପୂଜକ
ଭଗବାନ, ଯୀଶୁ ଓ ଆଲ୍ଲା
ହୁଅନ୍ତେ ସମସ୍ତଙ୍କ ନିକଟତର
ତଥାପି
ଏ ହତ୍ୟା, ଧର୍ଷଣ
ଚୋରୀ, ଡକାୟତି ଆଦି ଅପରାଧ
କମନ୍ତା କି ବଢ଼ନ୍ତା
କହିବାଟା
ଭାରି କଷ୍ଟକର
ବଡ଼ାଲି, ଉଲୁଣ୍ଡା, ସୁବର୍ଣ୍ଣପୁର
ଭ୍ରାମ୍ୟଭାଷ : ୯୯୩୮୭୨୦୧୯୫
Go Back to Previous Page
ଭାରତମାତା
ସୁମିତ୍ରା ରାଉଳ
Read Article
ଈଶ୍ବର
ସତ୍ୟବ୍ରତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ