ନିମ୍ନରେ ଦିଆଯାଇଥିବା ଶେୟାର୍ ବଟନ୍ ଉପରେ କ୍ଲିକ୍ କରି ଆପଣ ଆମ ଏହି ପତ୍ରିକା ବିଷୟରେ ଆପଣଙ୍କ ବନ୍ଧୁମାନଙ୍କୁ ଜଣାଇପାରିବେ ଆସନ୍ତୁ ଆମେ ସମସ୍ତେ ଓଡ଼ିଆ ଭାଷା ଓ ସାହିତ୍ୟରେ ଉନ୍ନତି ହେତୁ ମିଳିମିଶି କାମ କରିବା ଏବଂ ଆମ ମାତୃଭାଷାର ସମ୍ମାନ ରଖିବା
ଆହ୍ବାନ ଇ-ପତ୍ରିକାର ଏହି ସଂସ୍କରଣକୁ ଡାଉନଲୋଡ୍ କରିବା ପାଇଁ ନିମ୍ନରେ ଦିଆଯାଇଥିବା ଡାଉନଲୋଡ୍ ନାଓ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଏହା ପୂର୍ବରୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ଯେ ଆପଣ ଆମର ଏହି ପତ୍ରିକା ବିଷୟରେ ନିଜ ବନ୍ଧୁ, ପରିଜନଙ୍କୁ ଜଣାଇବାରେ ଆମର ସହାୟତା କରନ୍ତୁ ଆପଣଙ୍କ ଫେସବୁକ, ଟ୍ବିଟର୍, କିମ୍ବା ଅନ୍ୟ ଯେକୌଣସି ସାମାଜିକ ମାଧ୍ୟମରେ ଥିବା ସଦସ୍ୟତାକୁ ବ୍ୟବହାର କରି ଆମର ଏହି ଭାଷା ଓ ସାହିତ୍ୟ ଆନ୍ଦୋଳନକୁ ଆଗକୁ ନେବାରେ ଆମର ସହାୟତା କରନ୍ତୁ
ନମସ୍କାର,
ଆହ୍ବାନ ଇ-ପତ୍ରିକାର ଏହି ସଂସ୍କରଣ ଡାଉନଲୋଡ଼ କରୁଥିବା ହେତୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଆଶା କରୁଛି ଆପଣ ଏହି ପତ୍ରିକାକୁ ନିଜେ ପଢ଼ିବା ସହ ନିଜ ବନ୍ଧୁ ପରିଜନଙ୍କୁ ମଧ୍ୟ ପଡ଼ିବା ପାଇଁ ପ୍ରୋତ୍ସାହିତ କରିବେ
ଧନ୍ୟବାଦ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ