ଆମ ସହ ଯୋଗାଯୋଗ କରନ୍ତୁ


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

MBBS, PGDMCH, PGDHM

ପ୍ରତିଷ୍ଠାତା - ସମ୍ପାଦକ, ଆହ୍ବାନ ଇ-ପତ୍ରିକା
ଫ୍ଲାଟ୍ ସଂ: ୨୦୨, ଚିଦାନନ୍ଦ ଆବାସ,
ବୀମା ନଗର ଛକ, ଆମ୍ବପୁଆ ମୁଖ୍ୟ ରାସ୍ତା
ବ୍ରହ୍ମପୁର

ଦୂରଭାଷ : ୭୦୦୮୫୬୭୦୮୫ / ୯୦୪୦୯୮୫୪୬୩
ଇମେଲ୍ – aahwaan@gmail.com

Join Our Telegram Group

ହ୍ବାଟ୍‌ସଆପ୍ ଦ୍ବାରା ଲେଖା ପଠାନ୍ତୁ ନାହିଁ, ପ୍ରକାଶିତ ହେବ ନାହିଁ୤ କେବଳ ଇମେଲ୍ ଦ୍ବାରା ହିଁ ଲେଖା ପଠାଇବେ୤ ଲେଖାଗୁଡ଼ିକ ଓଡ଼ିଆରେ ଟାଇପ୍ କରି ଇମେଲ୍ କରନ୍ତୁ କିମ୍ବା ମାଇକ୍ରୋସଫ୍ଟ୍ ୱାର୍ଡ୍ ଫାଇଲରେ ପଠାନ୍ତୁ୤

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤