ସେଦିନର ସେଇ ଶୀତୁଆ ରାତିରେ
ଦେଖୁଥିଲି କେତେ ସ୍ବପ୍ନ
ଆଜି ବି ସେ ରାତି ଆସିଛି ଜୀବନେ
ଆକାଶରେ ଉଡ଼େ ମନ
ଆଜିର ସପନ କାଲି ଭଳି ଥିଲା
ଲାଗୁଥିଲା ଭାରି ମଜା
ତମେ ଯେବେ ଆସି ଛୁଇଁଦେଲ ପ୍ରିୟା
ଭୁଲିଗଲି ସବୁ ଲଜ୍ଜା
ସପନ କାହିଁକି ସତ ହେଉନାହିଁ
ରହୁଛି ଅଧୁରା ହୋଇ
ମନର ଭାବନା ଉତ୍ତେଜିତ ହୁଏ
ତୁମକୁ ଦେଖିବା ପାଇଁ
ଆସ ମୋର ପ୍ରିୟା ଡେରି କରନାହିଁ
ଦେଇ ଯାଅ ଥରେ ଦେଖା
ତମ ପାଇଁ କେତେ ଦୁଃଖ ସହିଲିଣି
ପ୍ରମାଣ ଏଇ ମୋ ଲେଖା
ଗୋରଡ଼ାପାଳ, ଢେଙ୍କାନାଳ, ଓଡ଼ିଶା
Go Back to Previous Page
ସପନର ପଥେ
ସତ୍ୟବ୍ରତ ବାରିକ
Read Article
ବୃନ୍ଦାବନଂ ପରିତେଜ୍ୟ ପାଦମେକମ୍ ନ ଗଚ୍ଛାମି
ଅନୁସୂୟା ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ