ସପନର ପଥେ ତୁ ଆସୁ ଛପି ଛପି
ନିଦ ଯେବେ ଭାଙ୍ଗିଯାଏ ରହିଯାଉ ଲୁଚି
ହୃଦୟର ଏଇ ନିର୍ଜନ ଦ୍ବୀପରେ ଖୋଜୁଛି ତତେ
ସପନର ପଥେ ଆସି ରହିବୁ ମୋ ସାଥେ
ଅନାମିକା ନାୟିକା ତୁ ସରଗର ଅପସରୀ
ସପନର ପଥେ କରିଲୁ ମୋର ମନ ଚୋରୀ
କେମିତି ଭୁଲିବି ତତେ ଏଇ ଜୀବନରେ
ସବୁଦିନ ରହିଥିବୁ ମୋ ସ୍ପନ୍ଦନ ଭିତରେ
ସପନର ଅଲିଭା ଖାତାରେ ଲେଖିଛି ତୋ ନାଁ
ତୋ ବିନା ଲାଗେ ଫିକା ଏ ଦୁନିଆ
ନିରୀହ ଆଖିରେ ତୋ ଚୋରା ଚାହାଣୀ
ସପନର ପଥରେ ମୁଁ ରାଜା ତୁ ରାଣୀ
Go Back to Previous Page
ସର୍ବଗୁଣାଳଙ୍କୃତା
ରିଭୁ ଆଭୁଷଣ ପଣ୍ଡା
Read Article
ଶୀତୁଆ ରାତିର ମିଠା ସପନ
କୁମାର ଲୋକେଶ୍
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ