--------------------------
ଆଖି ରେ ତୋର ପ୍ରେମ ପରସ
ଓଠ ରେ ତୋର ପ୍ରେମ ସରସ ....
ମନ ରେ ତୋର ପ୍ରେମ ଅଳସ
ତୋ ପ୍ରେମ ମୋ ପାଇଁ ଚିର ହରସ...
-------------------------------------
ଚାହାଣି ତୋ ର ନିଦ୍ଧ ହରଷ.....
ରହଣି ତୋର ସଂଗୀତବାସ
କାହାଣୀ ତୋ ର ମଧୁ ସରସ
ତୋ ପ୍ରେମ ମୋ ପାଇଁ ଚିର ହରସ...
---------------------------------------
କଥା ତୋ ର ବ୍ୟଥା ହରସ
ଦେହ ତୋ ର ଚନ୍ଦ୍ର ଉଆସ
ମଥା ତୋ ର ସୁନା କଳସ
ତୋ ପ୍ରେମ ମୋ ପାଇଁ ଚିର ହରସ...
କାଠିଆସାର, କେନ୍ଦୁଝର, ଓଡ଼ିଶା
ଭ୍ରାମ୍ୟଭାଷ : ୮୯୦୪୨୯୨୨୯୪
ଇମେଲ୍ : debasmitsamal@gmail.com
Go Back to Previous Page
ଶୀତ ଗୀତ
ଅରବିନ୍ଦ ଆଚାର୍ଯ୍ୟ
Read Article
ଅନନ୍ୟ ପ୍ରେମିକ
ଜ୍ୟୋତିରାଦିତ୍ୟ ପୁଝାରୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ