ରାତି ପାହିଲାଣି
ରାବଇ କାଉ ,
ବେଶୀ ଶୀତ ହେଲେ
ଶୋଇ ପଡିବା
ଟିକେ ଆଉ
ତଳେ କମଳ
ଉପରେ କମଳ
ମଝିରେ କିଏ ?
ମୁଁ .....
ହଜାରେ ଥର
ଡାକିଲେ ବି
କହୁଁନି ଟିକେ
ଉଁ !
ବେଡ଼ ପାଖ
ଟେବୁଲ ଉପରେ
ଘଣ୍ଟା ରେ ବାଜିଲା
ଆଲାର୍ମ ,
ଏତେ ଶୀତ ରେ
କମଳ ଭିତରୁ
ହାତଟି ବାହାରେ ନି
କହୁଛି.....
"ରିମୋଟ ଦର୍କାର !"
(ଭ୍ରାମ୍ୟଭାଷ : ୭୦୦୮୬୬୭୭୮୫)
Go Back to Previous Page
ହଳଦୀ ବସନ୍ତ...
କୁମାର ଲୋକେଶ୍
Read Article
ତୋ ପ୍ରେମ
ଦେବସ୍ମିତ ସାମଲ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ