ହଳଦୀ ବସନ୍ତ ..........
ଡାଳରୁ ସେ ଡାଳ ଉଡି ବୁଲୁଥାଏ
ହଳଦୀ ବସନ୍ତ ମୋର
କିଟ ଟିଏ ହେଲେ ବୁଦ୍ଧି ଅଛି କେତେ
ଭାବେ ନାହିଁ କେବେ ପର,
ଦେଖିବାକୁ ସିନା ସୁନ୍ଦର ଅଟଇ
ସତରେ ସିଏ ତ ରାଣୀ
ମାଗିବା ପୂର୍ବରୁ ସବୁ ଆଣି ଦିଏ
ମନ କଥା ମୋର ଜାଣି,
ମଳୟ ଯେମିତି ସୁଲୁ ସୁଲୁ ଆସେ
ବାଆ କୁ ସାଥିରେ ଧରି
ହଳଦୀ ଟି ମୋର ସେମିତି ଆସଇ
ସବୁ କିଛି କାମ ଛାଡି,
ହଳଦୀ ବସନ୍ତ ତମେ ମୋର ମିତ
ତମେ ମୋ ଜୀବନ ଧନ
ତମ ପାଇଁ ଯଦି ମରିବାକୁ ହୁଏ
ଶାନ୍ତି ପାଇବ ମୋ ମନ
ଗୋରଡ଼ାପାଳ, ଢେଙ୍କାନାଳ, ଓଡ଼ିଶା
ଭ୍ରାମ୍ୟଭାଷ : ୭୯୮୧୩୧୦୭୧୯
Go Back to Previous Page
ସଂଜର କବିତା
ଆଶୁତୋଷ ମେହେର
Read Article
ଶୀତ ଗୀତ
ଅରବିନ୍ଦ ଆଚାର୍ଯ୍ୟ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ