କଲିଆ ପଚ ପଚ
ଟିଂଚ୍କଡ଼ୋ ଟେ
ଗୁଣଉଥିସିଁ ଖାଲି
କୁଆ ଭଲକି ମୁଇଁ ଯେ
କେନ୍ଥେଇ ପାର୍ମି କହି?
କୁଆ କାନ ଝୁମରା ଭାଙ୍ଗ୍ସି
ମଏଲା ସବୁ ଖାଏସି
ମହା ଚାଲାକ୍ ବୋଲି
ସୀତାକର ନଖ୍ ବି ଖାଏସି
ହେଲେ ମୁଇଁ
ପୁରା ଥୁତୁମ୍ଟେ କାଏଁ ଯେ
ଭଲ୍ ବୋଲି କେନ୍ଥେଇ କହିପାର୍ସି
କାହାର ସେଂଗେ ମୋର୍
ତଉଲି ହେବାର୍ ନାଇଁନ
ମୋର୍ ଆମ୍ବଉଲର୍ କହଁର୍
ମୋର ଫଗୁନ୍
ମୋର ବଉଲିଆ ପବନ୍
ରଂଗୀନ୍ ଦୁନିଆ ଆର୍ ସୁର୍ଥାଉ କି ନାଇଁଥାଉ
ମୋର ହର୍ମିସା ଗାଇଥିବାର୍ ଗୀତ୍
ହଁସି ଖୁସି ଥି ବଁଚ୍ବାର୍ ଲାଗି
ମୋତେ
ଏତ୍କି ହିଁ ଦର୍କାର୍
ଡ: ପରଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ
ସମ୍ବଲପୁର, ଓଡ଼ିଶା
Go Back to Previous Page
ହର୍ସରି ପୁରାନ୍
ଏମ୍. ବିଜୟ କୁମାର
Read Article
ଅଫିସର ଯଦି ହେତି!
ବଲବନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ