ମୁନୁଷ୍ ଜୀବନ୍ ପାଏନ୍ ଫୁଟକା
ହଲ୍ଲା ଚହଲା ପାନିର୍ ଧାର୍
ଆଏଜ୍ ଅଛେ ତ କାଏଲ୍ କେ ନାଇଁ
ନିଅମ୍ ଜାନିଥା ବଂଚବାର୍।
ଛୁଛା ନଙ୍ଗଲା ହେଇ ଆସିଥିଲୁ ଯେ
ଫିରିଯିବୁ ହେନ୍ତା ଖାଲିଖାଲି
ଧନ୍ ସନପତି ହାତ୍ ଛାଡିଦେମେଁ
କୁଟୁମ ଲୁକେ ଯିବେ ନ ଭୁଲି।
ହେଥିର୍ ଲାଗିର୍ ନୁକୋ କାମେ ମାତ୍
ସଭକେ ସମ୍ମାନ୍ କର୍ ଭଲ୍
ପ୍ରଭୂ ପାଦ୍ ସୁମ୍ରି ସଂସାର୍ ଆଦରି
ଜୀବନ୍ କେ କରିନେ ସଫଲ୍।
କାମ ସୁରତେଇ ମନେ ତ ପକାବେ
ଦୁଇଧାରେ ଲୁହୁ ଆଖିଁପାନି
ଥିଲା ଜହ୍ନେଁ ବଲି ସୁରତଉ୍ ଥିବେ
ମାୟା ସଂସାର୍ କଥା କେ ଜାନି।
*ଇନେ ସରଲା*
୫୪ ଆର୍ୟ୍ୟପଲ୍ଲୀ, କିଟଛକ,ପଟିଆ
ଭୂବନେଶ୍ବର ୭୫୧୦୨୪, ଦୂରଭାଷ ୯୪୩୭୦୮୫୩୯୬
Go Back to Previous Page
ଟ୍ରେନ୍ରେ ମୂଷା
ଡ: କୁଳାଙ୍ଗାର
Read Article
ହର୍ସରି ପୁରାନ୍
ଏମ୍. ବିଜୟ କୁମାର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ