ସ୍ୱସ୍ତି ଖୋଜୁ ଥାଏ ଠାଇଁ
ଛାଇ ଛାତି ତଳେ।
ବଦଳୁ ଥାଏ ଫଳର ଚେହେରା
ଡାଳେ ଡାଳେ।
ସୂର୍ଯ୍ୟ ହୋଇ ଜଳୁ ଥାଏ
ବଢ଼ି ଚାଲୁଥିବା ଶୋଷ
ଭିଜୁ ଥାଏ ଗରମ ମାଟି
ସ୍ବେଦ ବିନ୍ଦୁରେ।
ଛାତି ଆଗରେ ଛୋଟ ସାଜେ ତାତି
ଲହୁ ଲୁହାଣ ଜୀବନ ଚାଲୁଥାଏ
ନିଜ ତାଳରେ
ପାଳୁସିଆ, ଦେହୁର୍ଦ୍ଦା, ବାଲେଶ୍ବର
Go Back to Previous Page
ନୁଁଗୁରାଙ୍କ ରାତିଅଧିଆ ପ୍ରେମ
ରାଜେନ୍ଦ୍ର ନାରାୟଣ ସେନାପତି
Read Article
ଆମେକଣ୍ଟ୍ରାକ୍ଟ୍ କର୍ମଚାରୀ
ଶୁଭକାନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ