ତୋ ଆଉ ମୋ ସମ୍ପର୍କ କୋଟିଏ ଜନମର
ତୁ ଭୁଲିଯିବୁ ଯଦି ଭୁଲିଯାଆ ମୁଁ କରିବି ନିଜର
ସଜଫୁଟା ଗୋଲାପଟେ ତୁ ମୋ ମନ ବଗିଚାରେ
ସାଇତି ରଖିବି ଚିରଦିନ ତତେ ମୋ ହୃଦୟରେ
ଆଗୋ ଅନାମିକା ତୋ ମୋ ନାୟିକା ସପନର
ଦିବାନିଶି ମଗ୍ନ ମୁଁ ସ୍ବପ୍ନ ଦେଖିବାରେ ତୋର
ଶ୍ରାବଣର ଅନ୍ଧାରରେ ଦେଖାହେଲା ତୋ ସହ ପ୍ରଥମଥର
ଦେଖାହେଲାପରେ ଲାଗିଲୁ ତୁ ନିଜଠୁ ନିଜର
ମୁଁ ତୋ ରାଜା ତୁ ମୋ ରାଣୀ ମୋ ସ୍ବପ୍ନ ରାଇଜର
ଭିଜେଇ ଦେଇଛୁ ମୋତେ ପ୍ରୀତିବର୍ଷରେ ତୋର
ବସନ୍ତର ମଳୟ ହେଇ ଦେଲୁ ଛୁଇଁ ମୋ ଶରୀର
ବୋଳିହେଇଗଲା ମୋ ଦେହରେ ପ୍ରେମର ଅବିର
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି
ଇମେଲ୍ : kahnuchsahus@gmail.com
ଭ୍ରାମ୍ୟଭାଷ : ୯୫୫୬୮୨୨୪୪୭
Go Back to Previous Page
କହିବାକୁ କିଛି ବି ନାହିଁ
କାର୍ତ୍ତିକ ପାଣିଗ୍ରାହୀ
Read Article
ପୂଜିବି ତବ ପୟର
ସୁଶ୍ରୀ ମିନତୀରାଣୀ ମେଣ୍ଡିଲି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ