ଜୀବନଟା ଏକ ପ୍ରଶ୍ନ
ଯା’ର ଉତ୍ତର ଖୋଜିବା କଷ୍ଟ,
ଜୀବନଟା ଏକ ବାଟ
ଯା’ର ଦୂରତା ମାପିବା କଷ୍ଟ
ଜୀବନଟା ଏକ ନଈ
ଯା’ର ଗଭୀରତା ମାପ ନାହିଁ
ଜୀବନଟା ଗୋଟେ ବହି
ଯା’ର ପୃଷ୍ଠାର ଶେଷ ନାହିଁ,
ଜୀବନଟା ଗୋଟେ ଗୀତ
ଯାହା ଗାଇଲେ ବି ସରେ ନାହିଁ
ଜୀବନଟା ଏକ ସଂଗ୍ରାମ
ଯା’ର ସଂଘର୍ଷର ଅନ୍ତନାହିଁ
ଜୀବନଟା ଏକ ପାଠ
ଯା’ର ଶିକ୍ଷାର ସମାପ୍ତ ନାହିଁ
Go Back to Previous Page
ଆସ ଫଗୁଣ
ପ୍ରିୟଙ୍କା ସାହୁ
Read Article
ସୁଦର୍ଶନ
ପ୍ରଶାନ୍ତ କୁମାର ନାଥ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ