ପିଲାବେଳେଯେବେକାନ୍ଦୁଥିଲିକଇଁ କଇଁ।
ମା ଆସୁଥିଲା ଆଖି ଲୁହ ପୋଛି ବା ପାଇଁ।
ମା ପଣତ କାନି ଦେଉଥିଲା ଧୂଳି ଝାଡି।
ପିଲା ଦିନ ସମୟ ଚକ ଯାଇଛି
ଗଢ଼ି।
ମନେ ପଡେ ଆଜି ମୋପିଲା ଦିନ ଅଝଟ।
ମାଆ ପାଖରେ ଆଜି ବି ମୁଁ ରହିଛି ଛୋଟ।
ଯେତେ ଦୁଃଖ କଷ୍ଟ କୁ ମୋ ପାଛୁଟି ନିଏ।
ମୋ ଓଠରେ ହସ ଲହରି ଖେଳାଇ ଦିଏ।
ଯେବେନିଶି ରେମୋ ଆଖିକି ନଆସେ ନିଦ ।
ମାଆ ର ମୁଖରୁ ଝରଇ ଲହରି
ପଦ।
ମାଆ ର ପଣତ ସଦା ଥାଉ ମୋ ଉପରେ।
ଜୀବନ ମୋର ଯାଉ ମାଆ ପାଦ ସେବାରେ।
ଗଞ୍ଜାମ, ଓଡ଼ିଶା
Go Back to Previous Page
କାଳ
ରମାକାନ୍ତ ମିଶ୍ର
Read Article
ମଶାଣି ଜଗିଛି ତମରି ପାଇଁ
କୁମାର ଲୋକେଶ୍
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ