ଝିମ୍ ଝିମ୍ ଝଂକାର କରେ
ଏକ ଏକା ଅନ୍ଧକାର ରାତି
କ୍ଷଣକ ପରେ ଜହ୍ନ ଆସେ
ଚୁନା ଚୁନା ଉଜାଳା ନେଇଁ
ପ୍ରେମିକା କୁ ଦେଖି,ପ୍ରେମିକର ମନେ
ଫୁଟି ଉଠେ ଜୁଇ,ଜାଇ,ହେନା
ବାସ ଛୁଟେ ହୋଇ ଧୂଆଁ ଧୂଆଁ
ନିର ନିର୍ମଳ ହୁଏ ଆକାଶ
ଆକାଶେ ଆସିଲେ ଘଡି ଜହ୍ନ
ନିରବ ରହିଛି ରାତି
କେବେ କହିପାରୁନି କିଛି
ଜହ୍ନ କୁ କେବଳ ଚାହିଁ ରହେ
ମନରେ ମନରେ ଭଲ ପାଏ
ଲୁଚକାଳି ଖେଳେ ଜହ୍ନ,
ବଦଲ ସଙ୍ଗତ
ରାତି ଖେଳେ ତା’ହୃଦୟ ସହିତ
ଯେତେବେଲେ ଜହ୍ନ ଯୋଛନା ଢାଲେ
ଏ ଅନ୍ଧକାର ରାତି ଲୁଚିଯାଏ
ଏମିତି ଲୁଚିଲୁଚି ଜହ୍ନକୁ ନିତି ଦେଖୁଥାଏ
ସେ ହି ଜାଣେ ଜହ୍ନକୁ ସେ କେତେ ଭଲ ପାଏ
ହୃଦୟେ ରଖିଛି ଜହ୍ନକୁ,
ମନରେ ଡର..
ସେ ଆସିଲେ ସ୍ୱର୍ଗ ହୁଅଇ ଧରା
ମୁଁ ରାତି ଅନ୍ଧକାର ଭରା
ଉମେଶ କୁମାର ବେହେରା
କର୍ଲାବାହାଲି,(କଂଟାବାଞ୍ଜି),ବାଲାଙ୍ଗିର
୮୬୫୮୪୮୪୧୬୬
Go Back to Previous Page
ଅପମିଶ୍ରିତ
ସୌମ୍ୟରଞ୍ଜନ ପାଳ
Read Article
ପଇତା
ମିନତୀ ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ