ଘଡ଼େ ବିତିଗଲେ
ବଦଲିଯିବା ଭୂଗୋଲ
ଇତିହାସ ବହିର ଅକ୍ଷରମାନେ
ମତେ ସୁନା ପାଏନ୍ ପିଏଇ ଦେବେ
ହଇପାରେ...
କଲା ଅନ୍ଧାରେ ଫିକି ଦେବେ
ହଁସବି କି କାନ୍ଦବି ଯେ
ଜୀବନ ବଁଚେଇ କି ଆସିଛେ
ହେଲେ...
ଲୋକର ଜଙ୍ଗଲେ
ପାଗ ପକେଇ କି ଆସିଛେ
ଜାନିଛେ ମୋର ଚଲାବାଟେ
ମୋର ପାହାଁଚିହ୍ନା ରହିଯିବା
ହେଲେ ବଞ୍ଚିବାର ନାମ କି
ଇଜ୍ଜତ ନିଲାମର
ବଦନାମ ରହିଯିବା
ଆଏଜ ବିଶ୍ବାସ ଭିତରେ
ବି ଫୁଟୁଛେ
ଗୁଟେ ଅଲଗା ଅବିଶ୍ବାସ
କେଜାନେ କାଣା ହେବା;
ମୋର ଇତିହାସ
ଅବନକେଲା, ସୁନ୍ଦରଗଡ଼, ଓଡ଼ିଶା
Go Back to Previous Page
କୁଞ୍ଚି ମନ୍ଦାର
ସୁଦାମ ଲେଙ୍କା
Read Article
ନଗ୍ନ ଚାହାଣୀ
ପ୍ରଜ୍ଞା ପାରମିତା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ