ମୋ ଲକ୍ଷ୍ୟହୀନ, ଅସ୍ଥିତ୍ବହରା ଜୀବନେ
ମୋ ବାଲୁଙ୍ଗା ପଥର ମନରେ
ମୋ ଅପଦାର୍ଥକ, ଅସ୍ପଷ୍ଟ ଜୀବନେ
ତୁମର ହିଁ ସ୍ପଷ୍ଟ ଛବିଟିଏ।
ଅହରହ, ବ୍ୟସ୍ତମୟ ଦୁନିଆଁରେ
ସ୍ତବ୍ଦ, ନିରବ, ନିରଳା ଜୀବନେ
ପଥହରା, ବାଟବଣା ରାସ୍ତାରେ
ସହଯାତ୍ରୀ ଟିଏ, ତୁମେ ଛବିଟିଏ ।
ବିଜ୍ଞ ଓ ବିଜ୍ଞାନ ସମାଜରେ
ମୋ ମୁଢ଼, ଅଜ୍ଞାନ ଜୀବନେ
ଦୁନିଆଁ କୁ ଜାଣିବା ବୁଝିବା
ଛପା ବହିଟିଏ, ତୁମେ ଛବିଟିଏ।
କର୍ଲାବାହାଲି (କଂଟାବାଞ୍ଜି), ବଲାଙ୍ଗିର
ଭ୍ରାମ୍ୟଭାଷ : ୮୬୫୮୪୮୪୧୬୬
Go Back to Previous Page
ତୁଳନା
ଡମ୍ବରୁଧର ପଟ୍ଟନାୟକ
Read Article
କଳିଯୁଗେ ନର
ଦୁର୍ଗାଚରଣ ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ