କାହିଁକି ପାଇଲି ଭଲ
ଏଇ ଜୀବନରେ?
ହୃଦୟ ଭାଙ୍ଗିଲା ସିଏ
ଛଳନା ପ୍ରେମରେ
ଦେଖିଥିଲି କେତେ ସ୍ବପ୍ନ
ସାଥିର ଆଖିରେ
ସାଥି ଚାଲିଗଲା ଛାଡ଼ି
ଅଜଣା ତିଥିରେ
ଭାଙ୍ଗିଗଲା ସବୁ ସ୍ବପ୍ନ
ଆଖି ପଲକରେ
ଲିଭିଗଲା ଆଶାଦୀପ
ଅଦିନ ଝଡ଼ରେ
ଚୁପି ଚୁପି କାନ୍ଦେ ମୁହିଁ
ଗହନ ରାତିରେ
ପିଇଯାଏ ସବୁ ଲୁହ
ରାତିର ଶେଯରେ
ରାତିସିନା ଓଦା ହୁଏ
ସଜଳ ସ୍ମୃତିରେ
ପ୍ରେମକିନ୍ତୁ ରହିଯାଏ
ଅଧୁରା ଗୀତିରେ ଦଶରଥପୁର, ଯାଜପୁର
Go Back to Previous Page
ଡଙ୍ଗା
ଓଁକାର ଦାଶ
Read Article
ପ୍ରେମ ଓ ବିରହ
ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡ଼ିଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ