ଏକ
ପରର୍ ଦୁଃଖେ କାନ୍ଦସି
ଧଏନ୍ ରେ ବାବୁ ଧଏନ୍ ସେ ଲୋକ
ପରର୍ ଦୁଃଖେ କାନ୍ଦସି
ନିଜର୍ ଭାବି ସେ ଦୁଃଖ୍ କେ ମିଟାସି
ଅଏନ୍ କାମ୍ ଟେ କରସି ।
ହେନତା ମୁନୁଷ୍ କେଭେ ନାଇ ମରେ
ପିଢି ଯେ ପିଢି ଝୁରସି
ଜନମ୍ ତାହାର୍ ସଫଲ୍ ଦୁନିଆଁ
ମହାମୁନୁଷ୍ ମାନସି ।
ଦୁଇ
ଭଗବାନ୍ ଆର୍ ସରଗ୍
ଭଗବାନ୍ ଘର୍ ସରଗ୍ ବଲି ଯେ
ଅଛେ କାଏଁ ଯାଗା ଗୁଟେ
ଖୁଜଲେ ମିଲବା କେନ୍ ଠାନେ କହ
କେତେ ଦୁରେ କେନ୍ ବାଟେ?
ସେଟା ସେ ଯାଗାଟା ଯେନ୍ ଠାନେ ଥିସି
ସେନେହ ଶରଧା ଭରି,
ମାନ୍ ସନମାନ୍ ହସ୍ ଖୁସି ମଜା
ବାସୁ ଥିସି ଭୁରି ଭୁରି।
୫୪ ଆର୍ୟ୍ୟପଲ୍ଲୀ
କିଟଛକ,ପଟିଆ
ଭୂବନେଶ୍ବର ୭୫୧୦୨୪
Go Back to Previous Page
ଏଇ ବୋଧେ ପ୍ରେମ
ହିମାଂଶୁ ଭୂଷଣ ଜେନା
Read Article
ଆଉ କି ସେଦିନ ଆସିବ
ପଙ୍କଜ ରଣା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ