ସମ୍ପର୍କ, ସ୍ବପ୍ନ, ଟାଣପଣ
ଆଉ ପ୍ରେମ ନେଇ ଗଲା ପରେ
କେମିତି ବଞ୍ଚି ହେବ କୁହ?
ଦେବା ଲାଗି ବାକି ଯାହା ଅଛି
ଆଖିରେ ଆଖିଏ ଲୁହ
ଉଛୁଳା ମନର ବେଦନା
ଆଉ ଛାତିର ଛାତିଏ କୋହ।
ପାଳୁସିଆ, ଦେହୁର୍ଦ୍ଦା, ବାଲେଶ୍ବର
Go Back to Previous Page
ଆସ ପ୍ରେମରେ ଭିଜିବା
ପ୍ରଶାନ୍ତ କୁମାର ନାଥ
Read Article
ଶେଷ ପ୍ରେମିକା
ନିର୍ମଳ କୁମାର ଦଳାଇ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ