ଆସରେ ଟୁନା ଆସରେ ମୁନା
ମିଲି ମିଶି ଆମେ ସ୍କୁଲ ଯିବା ।
ପାଠ ପଢ଼ିବା ବଡ଼ ମଣିଷ ହେବା
ଦେଶର ଆମେ ନାଆ ରଖିବା ॥
ମାଆ ବାପାଙ୍କ କଥା ମାନି ଚଲିବା ।
ଗୁରୁଜନ ଗୁରୁଙ୍କୁ ସେବା କରିବା ॥
ଗୋପବନ୍ଦୁ ଦାଶ ବୀର ସୁରେନ୍ଦ୍ର ସାଏ
ବାଜି ରାଉତ ରଖି ଯାଇଛନ୍ତି ନାଆ ।
ବଡ଼ ହେଲେ ଆମେବି ରଖିବା
ଏଇ ଭାରତ ଆମର ମାଆ ॥
ତାରି କୋଳରେ ଜନମ ଆମର ।
ଆମେ ସମସ୍ତେ ଭାରତ ମାତାର ॥
ସେହି ମାଟିରେ ଖେଳି ଆସିଛୁ
ନାନା ପ୍ରକାରର ଖେଳ ।
ସକାଳ ରୁ ସଞ୍ଜ ସାଙ୍ଗ ସାଥୀ ମେଳ
ବୁଡ଼ି ଯାଉଥିଲା ବେଳ ॥
ସମସ୍ତେ ମିଶି ସପଥ କରିବା
ଭାରତ ଆମର ଦେଶ ।
ଭାରତ ମାତାର ଗାନ ଗାଇ ଗାଇ ଯିବା
ସମସ୍ତେ ମିଳି ମିଶି ଆସ ॥
ସୁନ୍ଦରଗଡ଼
ମୋ-୮୭୬୨୩୯୦୦୭୯
Go Back to Previous Page
ସ୍ଥବିର ସ୍ପନ୍ଦନ
ଅଶୋକ ବିଶ୍ବାଳ
Read Article
ଆହ୍ବାନ
ଡଃ ଅସିତ କୁମାର ସ୍ବାଇଁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ