ମୂଳ ବଙ୍ଗଳା ରଚନା : କୃଷ୍ଣା ବସୁ
ଭଲ ପାଇବାର ଆକୃତି ମୋରେ ଜଗାଅ
ମଧ୍ୟରାତି, ନିଦ ଭାଙ୍ଗିଯାଏ,
ଚାରିପାଖ ଶୁନ୍ଶାନ୍,
ବାଜିଉଠେ ଏକାକୀର ଗାନ!
ଭଲପାଇବା ହୁଏ ବା ନାହିଁ ଜୀବନେ ସେ ଭାବେ
କିନ୍ତୁ ଭଲ ପାଇବାର ଆକୃତି ରହିଛି ସ୍ବଭାବେ
ଭଲ ପାଇବାର କଣ୍ଢେଇଗୁଡ଼ା କେଉଁଠି ରଖିଛ?
ଜୀବନର ଜଳଛବି ଛାତିରେ ଆଙ୍କିଛି!
ଭଲ ପାଇବା ଅଛି କି ନା ଜାଣେନା କେଉଁଠି?
ଭଲ ପାଇବା ଲାଗି ସବୁ ରାତ୍ରି, ଜାଗେ, ହାୟ!
ଗ୍ରାମ/ପୋଅ: ବେରୁଆଁବାରୀ, ନୟାଗଡ଼ ଜିଲ୍ଲା, ଓଡ଼ିଶା, ୭୫୨୦୮୨
ଇମେଲ୍ : sanmahakud@gmail.com
ୱେବ୍ସାଇଟ୍ : www.sanatanmahakud.in
ଭ୍ରାମ୍ୟଭାଷ : ୦୯୩୩୯୬୧୦୧୬୮
Go Back to Previous Page
ସରଳତା
ସୁଧାଂଶୁ ଦ୍ବିବେଦୀ
Read Article
ଉଠ ଉଠରେ ବୀର ସନ୍ତାନ
ସାଗର ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ