ଆଇଛେ ରେ ବରଷକେ ଥରେ
ନୂଆ ସଜବାଜେ ନୂଆ ବରଷ
ହସି ଖୁସି ସଙ୍ଗେ ଆଇଚେ ଧରି
ନୂଆ ସକାଲର ନୂଆ ସପନ୍
ଗାଆଁନୁ ସହର୍ ଦୁଲ୍କୁ ଛେ
ଡିଜେ ଗାନାର୍ ତାଲେ ତାଲେ
ଝକ୍ମକେଇ ଯାଉଛେ ଟାଉନ୍ସାରା
ଲିଚୁ ଲାଇଟର୍ ମାଲେ ମାଲେ
ଲାଗିଚେ ହୋ ଚାରିକୁତି ବଢ଼େ
ସବ୍କର୍ ଘରେ ଗହ୍ ଗହ୍
ମୁନୁଷମାନେ ଆଏ ବଢ଼େଟେ ଉସ୍ତ୍
ଭୋଛଡ଼ା ଛେଲ୍ କୁକ୍ରା କାନ୍ଦୁଛନ୍
ରାଗ୍ ରୁଷାସବୁ ଭୁଲିଯିମା
ଯେତ୍କି ଥିଲା ଦୁଇ ହଜାର ସତ୍ର ତି
ଭଲ୍ ପାଇ ସବ୍କୁ ନିଜର୍ କର୍ମା
ଇନୂଆ ବରଷ୍ ଦୁଇ ହଜାର୍ ଅଠର୍ ଥି
ପଣ୍ଡକାମାଳ, ମ. ରାମପୁର, କଳାହାଣ୍ଡି
ଭ୍ରାମ୍ୟଭାଷ : ୯୫୫୬୮୨୨୪୪୭
Go Back to Previous Page
ବିଦାୟୀ ବରଷ ୨୦୧୭
କାହ୍ନୁଚରଣ ସାହୁ
Read Article
ଅସରାଏ ଫଗୁଣ
ମୃତ୍ୟୁଞ୍ଜୟ ହୋତା - ଆଲୋକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ