ତୁଲିପଟିଏ ତୁମେ
ମୋ ସ୍ବପ୍ନର ବଗିଚାରେ
ବିଞ୍ଚିଦେଇ ଯାଅ ବାସ୍ନା
ପ୍ରେମର ଅଜଣା ଅଚିହ୍ନା ସହରରେ...
ମହକି ଉଠେ ମୋ ଦିଗ୍ବଳୟ
ଚଳଚଞ୍ଚଳ ହୁଏ ମୋ ସକାଳ
ନୂଆ ସ୍ପନ୍ଦନେ ନାଚେ ମୋ ହୃଦୟ
ଖୁସିର ପସରା ଭରିଯାଏ
ପାରେନାହିଁ କରି ଅଟକଳ...
ଭାବନା ରାଜ୍ୟରେ ଯାଏ ହଜି
ତୁମେ ପାଲଟି ଯାଅ ପରିଚୟ ମୋର
ନିଜକୁ ଆଉ ମୁଁ ପାରେନା ଖୋଜି
ଇଚ୍ଛା ହୁଏ ମୁଁ ହଜାନ୍ତି ନିଜକୁ ଏମିତି
ଥରେ ନୁହେଁ ବାର ବାର
Go Back to Previous Page
ଚିଲିକା
ଅନୁସୂୟା ମିଶ୍ର
Read Article
ବିଦାୟୀ ବରଷ ୨୦୧୭
କାହ୍ନୁଚରଣ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ