ଅସୁରରୂପୀ ନର
ରାକ୍ଷସଠାରୁ କ୍ରୁର
ଖଳ ମନ, ଖଳ ବୁଦ୍ଧି ନେଇ
କରିନେଲା ନରସଂହାର୧
କୁଚରିତ୍ର ସାଙ୍ଗକୁ ଅସରନ୍ତି କାମନା
ନାରୀଙ୍କୁ ଭାବେ ଖେଳନା
ନିରୀହ ଲୋକଙ୍କୁ ଦିଏ
କଷ୍ଟ, ଦୁଃଖ ଓ ଯନ୍ତ୍ରଣା୨
ଭାଙ୍ଗିଗଲା ତା’ର ଗର୍ବର ମହଲ
ଅଜୟ ମେରୁର ରାଜପୁତୀ ରଙ୍ଗ
ବୀର ପୁରୁଷଙ୍କ ଅପୂର୍ବ ତରଙ୍ଗ
ବିଗାଡ଼ି ଦେଲା ତା’ର ସବୁ ଖେଳ୩
ରାଣୀ ପଦ୍ମାବତୀଙ୍କ ବଳିଦାନେ
ଗର୍ବିତ ଜଙ୍ଗମ ସ୍ଥାବର
ଖଳ ଖିଲ୍ଜୀ ହେଲା ଖଳନାୟକ
ଇତିହାସ ପୃଷ୍ଠାର ୪
ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ, ବୁର୍ଲା
ସମ୍ବଲପୁର, ଓଡ଼ିଶା
Go Back to Previous Page
ଦୁଇ ମୁହାଁ ଦାନବ
ଡା ସହଦେବ ସ୍ବାଇଁ
Read Article
ତୃପ୍ତି
ମାମାଜିନି ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ