ଅଟ୍ଟାଳିକା ମାନେ ଧୂଳିସାତ ହୋଇପଡନ୍ତି,
ହୁଏତ କିଛି ତଥାକଥିତ ଭଦ୍ରଲୋକଂକ ଆଗମନରେ |
ସେମାନେ ଖୋଳତାଡ କରି କୋରି ପକାନ୍ତି ଛାତିକୁ ,
ବୋଧେ ଏଟା ହେବାର ଥିଲା |
ଇଚ୍ଛା ସତରେ ଅନେକ ଥିଲା ;
ବନ୍ଚିବାର ସାହାରାମାନେ ଦୁରେଇ ଯାନ୍ତି |
ଲକ୍ଷମାନେ ଦିଗହୀନ ହୋଇପଡନ୍ତି |
ପଦତଳ ଭୁମୀସ୍ଖଳନ ହୁଏ –
ହୃଦୟର ଗଭୀରତମ ସ୍ତାନ ରକ୍ତାକ୍ତ ହୋଇଯାଏ |
ଦୁଃଖମାନଂକର ସରାଘାତରେ |
ଏଇତ ହେଉଛି ସ୍ବପ୍ନ ସାତସହ କୋଟି ଲୋକଙ୍କର |
Go Back to Previous Page
ଏଇଠି
ରମାକାନ୍ତ ମିଶ୍ର
Read Article
ଦୁଇ ମୁହାଁ ଦାନବ
ଡା ସହଦେବ ସ୍ବାଇଁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ