''ଆଖୀ ପଲ୍ଳକରେ ଚେହେରା ନାଚୁଛି
ସପନରେ ଆସୁ ତୁହି
ଯେତେ ଚାହିଁଲେ ବି ଭୁଲିବାକୁ ତୋତେ
ପାରେନାହିଁ ଭୁଲି ମୁହିଁ
''ତୁମେ ମୋ ଜୀବନ ତୁମେ ମୋ ନୟନ
ତୁମେ ମୋ ହୃଦ ସ୍ପନ୍ଦନ
ଲକ୍ଷେ ଭାବନାର ଗହଳି ଭିତରେ
ତୁମକୁ ଖୋଜଇ ମନ
ପ୍ରଭାତର ସେହି ପହିଲି କିରଣେ
ସତେକୀ କରୁଛ ସ୍ପର୍ଶ
ଚାହିଁ ବସିଛି ମୁଁ ତୁମ ଫେରିବା ବାଟକୁ
ବିତି ଯାଉ ବର୍ଷ ବର୍ଷ
ତୁମ ବିନା ସାଥୀ କେମିତି ରହିବି
କେଁଉଠି ନଲାଗେ ମନ
ତୁମ ଛାଡିଗଲ ପ୍ରିୟତମା ମୋର
କେମିତି ଧରିବି ଜୀବନ
(ଶିଳ୍ପ ସୁରକ୍ଷା ଅଧିକାରୀ ), ଯାଜପୁର, ଓଡିଶା
Go Back to Previous Page
ଅବାସ୍ତବ ସ୍ବପ୍ନ
ଶୁଭଶ୍ରୀ ନାୟକ
Read Article
ଏଇଠି
ରମାକାନ୍ତ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ