''ସ୍ୱପ୍ନ କଣ
କଣ ଏହା କଳ୍ପନା
ରଙ୍ଗୀନ ଅବାସ୍ତବତାର ପରିସୀମା
ନା ପରିରାଇଜରେ ଛନ୍ଦି ହୋଇଥିବା ବୁଢିଆଣୀ ''
''କେବେ ନିରବ ପ୍ରେମିକର ଆଶା
ପ୍ରେମର ଗହନ ବନେ ସ୍ବପ୍ନ ନିରାଶା
ବିଶାଳ ଜୀବନର ବ୍ୟର୍ଥ ଅବକାଶ
ନା ଶିଖରକୁ ଛୁଆଁଇବାର ଅଦ୍ୟମ ପ୍ରୟାସ ''
''କେବେ ବ୍ୟକୁଳ ପିତୃରା ନିର୍ମମ କ୍ରନ୍ଦକ
ଅଭିମାନୀ ଝିଅର ଶୁଭ ଲଗନ
ନାରୀର ଅଶରଣଃଟୁଇ ଲୁହର ବନ୍ୟା
ନା ଯୌତୁକ ଯୁଇର ବିଶ୍ୱ କନ୍ୟା''
''କେବେ ଆସିଯାଏ ଜୀବନେ ରେ ଝଡି
ଏ ପାପୀ ମଣିଷ ଟା ଛାଡେ କେତେ ରଡି
କେବେ ପୁଣି ଖୁସିର ଲରାହୀ
ନା ନୟକୁ ଆସଇ ଲୁହର ଝରି''
'' ନିଦ୍ରାରିତ ମଣିଷ ଟା କେତେ ହୁଏ ଖୁସି
ଉଡ଼ୁଥାରେ ଆକାଶରେ କେବେ ହସି ହସି
କେବେ କେତେ ଝର ଝଞ୍ଜା ଯାଏ ପୁଣି ସହି
ଅଵ୍ୟର୍ଥ ଏ ସ୍ୱପ୍ନର ବାସ୍ତବତା ନାହିଁ ''
ଶୁଭଶ୍ରୀ ନାୟକ (ମ.ଫିଲ -ହିନ୍ଦୀ,ବିଏଡ଼ )
ଓଡିଶା ଆଦର୍ଶ ବିଦ୍ୟାଳୟ ,
ଗୌଡଗୁଡା ,କୋରାପୁଟ.
Go Back to Previous Page
ପରୀଟିଏ
ବୈଚନ୍ଦ୍ର ମଲ୍ଲିକ
Read Article
ପ୍ରେମପରଶ
କ୍ଷେତ୍ରବାସୀ ଜେନା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ