ମୁଁ କବି ହେଲେ ତୁମେ ମୋ କବିତା
ମୁଁ ସଞ୍ଜ ହେଲେ ତୁମେ ମୋ ସଞ୍ଜସଳିତା
ମୁଁ ସୁର ହେଲେ ତୁମେ ମୋ ସଙ୍ଗୀତା
ମୁଁ ଚାନ୍ଦ ହେଲେ ତୁମେ ମୋ ସବିତା
ମୁଁ ମୌନ ହେଲେ ତୁମେ ନୀରବତା
ମୁଁ ତୃପ୍ତି ହେଲେ ତୁମେ ଚପଳତା
ମୁଁ ଥୟ ହେଲେ ତୁମେ ବ୍ୟାକୁଳତା
ମୁଁ ବ୍ୟଥା ହେଲେ ତୁମେ ଆକୁଳତା
ମୁଁ ନେତ୍ର ହେଲେ ତୁମେ ଆଖିପତା
ମୁଁ ମଧୁ ହେଲେ ତୁମେ ମଧୁମିତା
ମୁଁ ନୀର ହେଲେ ତୁମେ ଖରସ୍ରୋତା
ମୁଁ ଅଭି ହେଲେ ତୁମେ ଇପସିତା
ମୁଁ ଭାନୁ ହେଲେ ତୁମେ ମୋ ରଶ୍ମିତା
ମୁଁ ଅଂଶୁ ହେଲେ ତୁମେ ମୋ ଅସ୍ମିତା
Go Back to Previous Page
ମା
ସ୍ବରୂପା ମହାନ୍ତି
Read Article
ଶୀତ ସକାଳ
ଉମେଶ କୁମାର ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ